Browsing Category

ମନୋରଞ୍ଜନ

ଗିରଫ୍‌ ହେଲେ ଅଭିନେତା ସଲମାନ୍‌ ଅନସାରୀ

ମୁମ୍ବାଇ : ଟିଭି ସିରିଏଲରେ କାମ କରି ସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି । ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ସଲମାନ 'ଛତ୍ରପତି ରାଜା ଶିବାଜୀ', 'ସାବଧାନ
Read More...

ମରୁଭୂମିରେ ଗ୍ଲାମରସ୍ ଫଟୋ ସୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫେନ୍‌ଙ୍କ ଭିତରେ ରହିଥାଆନ୍ତି ଚର୍ଚ୍ଚାରେ । ଆକର୍ଷଣୀୟ ଚେହେରା ସହ ତା‌ଙ୍କ ‌ଷ୍ଟାଇଲ୍‌ରେ ସମେ‌ସ୍ତ କଏଦ୍‌ ହୁଅନ୍ତି । ତାଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ବିମୋହିତ କରିଥାଏ । ଏବେ ଉର୍ବଶୀ ଆରବର ଏକ ଫେମସ୍‌
Read More...

କଙ୍ଗନା ରାନାୱତ ବିରୋଧ କରିଛନ୍ତି ଭାରତ ବନ୍ଦକୁ : କହିଛନ୍ତି, ପ୍ରିୟଙ୍କା-ଦିଲଜିତ କୃଷକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି

ମୁମ୍ବାଇ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କଙ୍ଗନା ରାନାୱତ ଅନେକ ଥର ଟ୍ୱିଟ୍ କରିଛନ୍ତି । ଏହି କୃଷକ ଆନ୍ଦୋଳନରେ ତାଙ୍କ ବିରୋଧ ରହିଥିବା ଦେଖିବାକୁ ମିଳିଛି । ଏବେ ଅଭିନେତ୍ରୀଙ୍କ ଆଉ ଏକ ଟ୍ୱିଟ ଭାଇରାଲ ହୋଇଛି । ତିନୋଟି କୃଷି ନିୟମକୁ ପ୍ରଶଂସା କରୁଥିବା
Read More...

ବି‌ଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ମଧ୍ୟରେ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର

ମୁମ୍ବାଇ : ଲୋକପ୍ରିୟ ମାଗାଜିନ୍‌ 'ଫୋର୍ବସ୍‌' ପତ୍ରିକାରେ ସୋସିଆଲ ମିଡିଆର ବି‌ଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର । ସୋସିଆଲ୍‌ ମିଡିଆରେ ଅମିତାଭ ବଚ୍ଚନଙ୍କର ୧୦୫ ମିଲିୟନ୍‌ ଫଲୋଅର୍ସ ରହିଥିବା ବେଳେ
Read More...

ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୃଷକମାନ‌ଙ୍କୁ ସୈନିକ ଆଖ୍ୟା ଦେଲେ : ଲେଖିଲେ, ସେମାନଙ୍କ ସମସ୍ତ ଭୟ ଦୂର…

ମୁମ୍ବାଇ : ଦେଶରେ କୃଷକ ଆନ୍ଦୋଳନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ଆନ୍ଦୋଳନରେ ବଲିଉଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍‌ ଭାବରେ ଉଭା ହୋଇଛି । କୃଷକମାନେ ରାସ୍ତାରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଅନେକ ସେଲିବ୍ରେଟୀ ମଧ୍ୟ ସୋସିଆଲ ମିଡିଆରେ ତାହାକୁ ସମର୍ଥନ କରୁଥିବା
Read More...

କଙ୍ଗନା ରୌନତ‌ଙ୍କ ବଢ଼ିଲା ସମସ୍ୟା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରୌନତଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ହାଇକୋର୍ଟରେ କଙ୍ଗନା ରୌନତଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି । ଏଥିରେ କଙ୍ଗନା ରାନାୱତ ନିଜ ଟ୍ୱିଟର୍‌ ଆକାଉଣ୍ଟ ମାଧ୍ୟମରେ ଦେଶରେ କ୍ରମାଗତ ଭାବରେ ଘୃଣା ପ୍ରଚାର
Read More...

ବଲିଉଡ ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ୱାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ସୂଚନା ମିଳିଛି । ନିର୍ଦ୍ଦେଶକ ଶ୍ରୀ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଭଳି ସଂଗୀତ ଅଭିଯୋଗ ସାରା ସିନେମା ଜଗତରେ ଚ‌ର୍ଚ୍ଚାର ବିଷୟ ପାଲଟିଛି ।
Read More...

ଭାରତୀ ସିଂଙ୍କୁ ଡ୍ରଗ୍ ଯୋଗାଉ ଥିବା ବିକ୍ରେତା ଏନସିବି ହାତରେ ଧରାପଡ଼ିଲା

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଘରୁ ଗଞ୍ଜା ଏବଂ ଅନ୍ୟାନ୍ୟ ଡ୍ରଗ୍ସ ଉଦ୍ଧାର କରାଯାଇଥିଲା । ଭାରତୀ ଏନସିବି ଅଧିକାରୀଙ୍କ ସାମ୍ନାରେ ଡ୍ରଗ୍ସ ଗ୍ରହଣ କରୁଥିବା ସ୍ୱୀକାର କରିଥିଲେ। ଗୋଟିଏ ଦିନ ନ୍ୟାୟିକ
Read More...

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ମୁମ୍ବାଇ କୋର୍ଟରୁ ପାଇଲେ ଜାମିନ

ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମୁମ୍ବାଇର ଏକ କୋର୍ଟରୁ ଜାମିନ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଚରା
Read More...

କମେଡିଆନ୍‌ ଯୋଡ଼ି ଏନସିବି ଜାଲରେ : ଗତକାଲି ଭାରତୀ, ଆଜି ତାଙ୍କ ସ୍ୱାମୀ ହର୍ଷ ହେଲେ ଗିରଫ

ମୁମ୍ବାଇ : ଡ଼୍ରଗସ ମାମଲାରେ ସିନେମା ଜଗତର ଅନେକ ଅଭିନେତା ଅଭିନେତ୍ରୀ ଛ‌ନ୍ଦି ହୋଇ ପଡ଼ିଛ‌ନ୍ତି । ଏହି କ୍ରମରେ କମେଡ଼ିଆନ୍ ଭାରତୀ ସିଂ ଗତକାଲି ଗିରଫ୍‌ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନସିବିର ଜୋନାଲ ଡ଼ାରେକ୍ଟର ଏ ସଂପର୍କରେ ସୁଚନା
Read More...