jsm

ଡଂଗରିଝରନ୍ କୁଡାଡେରା ତରଫୁ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍

csstore

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର୍ ଜିଲ୍ଲାର୍ କୁଡାଡେରାର୍ ଡଂଗରିଝରନ୍ ସାହିତ୍ୟ କୁଟୁମ୍ ତରଫୁ ଅନଲାଇନ୍ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍ ହେଇ ସାରିଛେ। ଅନୁଷ୍ଠାନର୍ ସଂପାଦକ୍ ରାମେଶ୍ଵର ଛତ୍ରିଆ କର୍ ବୁଲାକି ଥି ବନେଟେ ସିଆନ୍ ଜୁଆନ୍ କବି ଯୋଗ ଦେଇଥିଲେ। ନିଜର୍ ନିଜର୍ ଦମଦାର କବିତା ଶୁନେଇକରି ମନ ଘିନି ନେଇଥିଲେ। ଇ ଭେଟଘାଟ୍ କାର୍ୟ୍ୟକ୍ରମଥି କୋଶଲି ମହାଖଲା ସଂପାଦକ କୃପାସିନ୍ଧୁ ମହାକୁର ଆର ଚନ୍ଦ୍ରାବତୀ ପାଣ୍ଡେ କବିତା ସଂଯୋଜନା କରିଥିଲେ।

yuvodaya
Leave A Reply

Your email address will not be published.