Yearly Archives

2026

ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ଅଶୀତମ ସ୍ୱାଧୀନତା ଦିବସ ଧୂମ୍‌ଧାମ୍‌ରେ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Read More...

ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ଦ୍ୱାରା ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୮୦ତମ ସ୍ଵାଧୀନତା ଦିବସ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ, ବଲାଙ୍ଗିର ଶାଖା ତରଫରୁ ଉତ୍ସାହର ସହ ପାଳନ କରାଯାଇଛି । ଜିଲ୍ଲା ଯାଦବ ଭବନ ନିକଟସ୍ଥ ଫୁଲେ ପ୍ରତିମୂର୍ତ୍ତୀ ସମ୍ମୁଖରେ ଆୟୋଜିତ ସଭାରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସବିତା ନନ୍ଦ ଅଧ୍ୟକ୍ଷତା
Read More...

ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସର୍ବଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ୮୦ ତମ ସ୍ୱାଧୀନତା ଦିବସ ସକାଳ ଘ ୮.୩୦ ମି. ସମୟରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ମଧୁ
Read More...

ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ : ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଲେ ଉପଜିଲ୍ଲାପାଳ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ତୁଷାର କାନ୍ତ ମହଲାଙ୍କ ନିର୍ଦ୍ଦେଶନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
Read More...

ଝାରଖଣ୍ଡ ନମ୍ବର ଥିବା କାରରେ ଆସି ବ୍ୟବସାୟୀଙ୍କୁ ଅପହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ନମ୍ବର ଥିବା କାରରେ ଆସି ବ୍ୟବସାୟୀଙ୍କୁ ଅପହରଣ କରିଥିବା ନେଇ ବଡ଼ ସୂଚନା ରହିଛି । ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ରାଜ ମହଲ ହୋଟେଲ ମାଲିକ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁ ନିଖୋଜ ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପରିବାର ଲୋକେ
Read More...

ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ନିଖୋଜ : ଥାନାରେ ମାମଲା ପୋଲିସ ତଦନ୍ତ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ରାଜ ମହଲ ହୋଟେଲ ମାଲିକ ନରେନ୍ଦ୍ର ସାହୁ (ଗୁଣ୍ଡା ସାହୁ) ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ପରିବାର ଲୋକ ତାଙ୍କୁ ଅପହରଣ କରି ନେଇଥିବା ନେଇ ମଧ୍ୟ ସନ୍ଦେହ
Read More...

ସାଇଟ କଲେଜରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସାଇଟ କଲେଜ, ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହ ସାଇଟ ଡିପ୍ଲୋମା ଇଂଜିନିୟରିଂ, ସାଇଟ-ଏମ୍‌.ଏସ୍‌.ସି, ବି.ଏସ.ସି, ଜି.ଏନ୍‌.ଏମ୍‌, ଏଏନ୍‌.ଏମ୍‌ ନର୍ସିଂ, ସୁଶ୍ରୀ ଆଇ.ଟି.ସି,
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍‌ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବାମଦେବ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ
Read More...

ହିଆଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଆଞ୍ଚଳିକ କେନ୍ଦ୍ରର ଷୋହଳଗୋଟି ବିଦ୍ୟାଳୟରେ ଅଶୀତମ ସ୍ୱାଧୀନତା ଦିବସ ମହାଡମ୍ବରରେ ପାଳିତ ହୋଇଥିଲା । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି
Read More...

ୱାଟ୍ସଆପରେ ଛାତ୍ର କଂଗ୍ରେସ ନେତାଙ୍କୁ ଜିଲ୍ଲା ସଭାପତିଙ୍କ ଅଶ୍ଳୀଳ ଗାଳି ଓ ଆକ୍ରମଣ ଧମକ : ଛତ୍ରପୁର ଥାନାରେ ଏତଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପଲେଇଙ୍କୁ ୱାଟ୍ସଆପ୍ ମାଧ୍ୟମରେ କଲ୍ କରି ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଏବଂ ଲୋକ ଲଗାଇ ଆକ୍ରମଣ କରିବା ଭଳି ଧମକ
Read More...