ୱାଟ୍ସଆପରେ ଛାତ୍ର କଂଗ୍ରେସ ନେତାଙ୍କୁ ଜିଲ୍ଲା ସଭାପତିଙ୍କ ଅଶ୍ଳୀଳ ଗାଳି ଓ ଆକ୍ରମଣ ଧମକ : ଛତ୍ରପୁର ଥାନାରେ ଏତଲା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପଲେଇଙ୍କୁ ୱାଟ୍ସଆପ୍ ମାଧ୍ୟମରେ କଲ୍ କରି ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଏବଂ ଲୋକ ଲଗାଇ ଆକ୍ରମଣ କରିବା ଭଳି ଧମକ!-->…
Read More...
Read More...