Yearly Archives

2026

ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୌରାଞ୍ଚଳର ୭ ନମ୍ବର ୱାର୍ଡ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ଓ ଆଇନଜୀବୀ ରମଣୀ ରଞ୍ଜନ ବେହେରାଙ୍କ ପିତା, ସ୍ଥାନୀୟ ‘ବେହେରା ପାନ ଭଣ୍ଡାର’ର ପ୍ରତିଷ୍ଠିତ ବ୍ୟବସାୟୀ ଅଙ୍ଗଦ ବେହେରାଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି । ମୃତ୍ୟୁ…
Read More...

ନୃସିଂହନାଥ ପୀଠରେ ଅଖିଳ ଭାରତୀୟ ଗୋଣ୍ତୱାନା ଗୋଣ୍ତ ସମାଜ ପକ୍ଷରୁ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ

ନୂତନ ରାଜ୍ୟ କମିଟିର ଶପଥ ପାଠ, ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ…
Read More...

କନବାର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ କରାଯିବାକୁ ଆଜି ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସାନନ୍ଦ କୁମାର ଭୋଇଙ୍କ ସଭାପତିତ୍ୱରେ…
Read More...

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଅନୁଷ୍ଠିତ ହୋଇଛି । ବ୍ଲକର ୧୬ଟି କ୍ଲଷ୍ଟରରେ ଏହି ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ପ୍ରାୟ…
Read More...

ଭକ୍ତର ଭଗବାନ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲଣ୍ଡା ମୁକ୍ତାକାଶ ରଙ୍ଗମଞ୍ଚରେରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଓ ଗଣପର୍ବ ନୂଆଖାଇ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସାତ୍ମକ ନାଟକ ଭକ୍ତର ଭଗବାନ ଦି ବିଲିଭର୍ସ ନାଟ୍ୟାନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଅଛି…
Read More...

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନାବରଣ ଉତ୍ସବ

ଅର୍ଚ୍ଚନା ପାତ୍ରଙ୍କ ଗଳ୍ପ ସଙ୍କଳନ ଆଉ ଏକ ରଙ୍ଗ ଲୋକାର୍ପିତ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଂସଦର ସଦସ୍ୟା ଅର୍ଚ୍ଚନା ପାତ୍ରଙ୍କ ଲିଖିତ ୨୦୨୫ ବର୍ଷର ଟାଇମ ପାସ ପ୍ରଥମା…
Read More...

ବଲାଙ୍ଗିର କୁଲୁତା ସମାଜର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କାମାକ୍ଷିନଗର ସ୍ଥିତ “ରାମଚଣ୍ଡି ସେବା ସଦନ” ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ସୁରଥ ପ୍ରଧାନଙ୍କ ଦ୍ୱାରା ଇଷ୍ଟଦେବୀ ମା' ରାମଚଣ୍ଡିଙ୍କର ପୂଜା କାର୍ଯ୍ୟ ସମ୍ପାଦନ ପରେ ୬୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ କନିଷ୍ଠମାନେ ମୁଣ୍ଡିଆ…
Read More...

ଆୟୁର୍ବେଦିକ କଲେଜ ପରିଦର୍ଶନ କଲେ ନରସିଂହ

ଛାତ୍ର ଓ ପୁରାତନ ଛାତ୍ରଙ୍କ ସହ ସମସ୍ୟାକୁ ନେଇ ଆଲୋଚନାସରକାର ସମାଧାନ ନ କଲେ ଛାତ୍ର ହେବେ ଆନ୍ଦୋଳନ ମୁହାଁ- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମିଶ୍ର ବିଧାୟକ ଥିଲା ବେଳେ ଆୟୁର୍ବେଦିକ କଲେଜରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ସେ ସମୟର ଛାତ୍ର, ପୁରାତନ ଛାତ୍ର,…
Read More...

କିଶୋରୀମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ପ୍ରତିଫଳନଶୀଳ ଶିକ୍ଷଣ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ନୁନିଆପାଲି ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କିଶୋରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ପ୍ରତିଫଳନଶୀଳ ଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ)ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଆୟୋଜନରେ ଅଜିମ ପ୍ରେମଜୀ ଫାଉଣ୍ଡେସନ୍…
Read More...

ସୁଦାମ ଚରଣ ମହାବିଦ୍ୟାଳୟ ଗ୍ରନ୍ଥାଗାର ପରିଦର୍ଶନ କଲେ ସରସ୍ୱତୀ ଶିଶୁମନ୍ଦିର ସ୍କାଉଟସ୍ ଏଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟି ଗ୍ରନ୍ଥାଗାରକୁ ସରସ୍ୱତୀ ଶିଶୁମନ୍ଦିର, କଦମପଡ଼ା, ବଲାଙ୍ଗିରର ସ୍କାଉଟସ୍ ଏଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଶୈକ୍ଷିକ ପରିଦର୍ଶନରେ ଆସିଥିଲେ । ଏହି…
Read More...