Yearly Archives

2026

କେସିଙ୍ଗା ନଗରରେ ଖାଦ୍ୟ ବିଭାଗ ଅଧିକାରୀଙ୍କ ଦୋକାନ ଉପରେ ଚଢାଉ

କେସିଙ୍ଗା, (ପ୍ରୀତେଶ ପଟେଲ) : ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ସହରର ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟଲ ଦୋକାନରେ ଚଢାଉ କରାଯାଇଥିଲା । ସେଠାରୁ ରଙ୍ଗମିଶା ଖାଦ୍ୟ, ବାସି ଖାଦ୍ୟ ଠାବ ହୋଇଥିଲା । ଏ ସଂକ୍ରାନ୍ତରେ ଦୋକାନୀଙ୍କୁ ଚେତାବନୀ ଦେବା ସହ ପୁନର୍ବାର ଏଭଳି କଲେ କଡ଼ା…
Read More...

୪୨ ବର୍ଷ ପରେ କେସିଙ୍ଗା କୋଣାର୍କ ସୂତାକଳ ଖୋଲିବା ଆଶା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାର ଐତିହାସିକ କୋଣାର୍କ ସୂତାକଳକୁ ନେଇ ପୁଣି ଦେଖାଦେଇଛି ନୂଆ ଆଶା । ଦୀର୍ଘ ୪୨ ବର୍ଷ ଧରି ବନ୍ଦ ପଡ଼ିଥିବା ଏହି ସୂତାକଳର ପୁନରୁଦ୍ଧାର ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଏବଂ ବିଭିନ୍ନ ସଂଗଠନର ପ୍ରୟାସ…
Read More...

ଅଧିକାରୀଙ୍କ ଉପରେ ବର୍ଷିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନପ୍ରତିନିଧିଙ୍କୁ କାହିଁକି ଖବର ଦିଆଗଲା ନାହିଁ ? ଏହି ପ୍ରଶ୍ନ ଉଠାଇ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଚାଲିଥିବା ପରାମର୍ଶ କର୍ମଶାଳାରେ ଦେଖିବାକୁ…
Read More...

ବୁଣାକାର ଓ କାରିଗରଙ୍କ ବିକାଶ ପାଇଁ ପରାମର୍ଶ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୁଣାକାର ଓ କାରିଗରଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମବାୟ,…
Read More...

ରାୟଗଡା ଜିଲ୍ଲାର ପ୍ରଥମ ଆଦିବାସୀ ଝିଅଙ୍କ ନିଟ୍‌ରେ ସଫଳତା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୃଢ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିଛନ୍ତି ବିଷମକଟକ ନିର୍ବାଚନ ମଣ୍ଡଳୀ ସାହାଡ଼ା ଗ୍ରାମର ପ୍ରଥମ ଆଦିବାସୀ ଝିଅ କବିତା ହିକକା । ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ବେଳେ,…
Read More...

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ ଶାଖା ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଗିରିରୋଡ଼ ପ୍ରାଙ୍ଗଣରେ ଅବସ୍ଥିତ ଶାନ୍ତିକୁଣ୍ଡ, ଶାଖା ଆଧ୍ୟାତ୍ମିକ ପର୍ବରେ ପବିତ୍ର ରକ୍ଷାବନ୍ଧନ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଆଲୋଚ୍ୟ ବିଷୟ ଥିଲା - "ଭ୍ରାତୃଭାବର ସ୍ମୃତି…
Read More...

ପ୍ରତ୍ୟେକ ଶିଶୁ ପାଇଁ ପରିବାର ଓ ପ୍ରୀତିପୂର୍ଣ୍ଣ ପରିବେଶ ଗୁରୁତ୍ୱପୂର୍ଣ୍ଣ – ବବିତା ପାତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଶିଶୁ ଯତ୍ନ ଓ ପରିବାରରୁ ଶିଶୁମାନଙ୍କ ବିଚ୍ଛିନ୍ନତା ନିବାରଣ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ…
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳର ଉପନିର୍ଦ୍ଦେଶିକା (ସମ୍ବଲପୁର) ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ରାଉରକେଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମତୀ…
Read More...

କାଉଡିଆଙ୍କ ସେବାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ଖେଳ ପଡିଆରେ ଦୁଇ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର କାଉଡିଆଙ୍କ ସେବାରେ ଅନୁଷ୍ଠିତ ହୋଇଯାଇଛି । ବାବା ବର୍ଫାନୀ କାଉଡିଆ ସେବା ମଣ୍ଡଳ ଅନୁରୋଧ କ୍ରମେ ଜିଲ୍ଲା ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଚୁଡାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର…
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ

ଟାଉନବସ୍‌ ଚଳାଚଳ ପାଇଁ ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ଆଦର୍ଶପଡା ସ୍ଥିତ ଅଫିସରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ସହରରେ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଆଦି ସ୍ଥାନରୁ ଜିଲ୍ଲା…
Read More...