Monthly Archives

July 2026

ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଡ. ଦିଗାମ୍ବର ଚାନ୍ଦଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଏକ ଗୌରବମୟ ପରିବେଶ ମଧ୍ୟରେ ଗତ ସୋମବାର ଦିନ ଡ. ଦିଗାମ୍ବର ଚାନ୍ଦ ମହା ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କୃଷି ଅର୍ଥନୀତି, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ
Read More...

ପାଇକମାଲ ଲାୟନ୍ସ କ୍ଲବ ସଭାପତିଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଚାରା ବିତରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବର ସଭାପତି ଆନନ୍ଦ ଅଗ୍ରୱାଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଲାୟନ୍ସ କ୍ଲବ ପାଇକମାଲ, ନୃସିଂହନାଥ ତରଫରୁ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ କ୍ଲବ ପାଇକମାଲର ସଭାପତି ଶ୍ରୀ ଅଗ୍ରୱାଲଙ୍କ
Read More...

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ନୂତନ ଅନୁଦାନ ଦାବୀରେ ପ୍ରଶାସନର ଦ୍ୱାରସ୍ଥ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ତରଫରୁ ନୂତନ ଅନୁଦାନ ଦାବୀରେ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସଂଘର ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବେହେରା ଓ ଜିଲ୍ଲା
Read More...

ରଥଯାତ୍ରା କବିତା ପାଠ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କବିତା ପାଠ ଉତ୍ସବ ହୋଇଯାଇଛି । ଉକ୍ତ କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ ଶ୍ରୀମତୀ ରଶ୍ମି ପାତ୍ର ଓ ନଳିନୀ ପ୍ରଭା ଶତପଥୀ । କବିତା ଗୁଡିକ ଜଗନ୍ନାଥଙ୍କ
Read More...

ଟିଟିଲାଗଡ ଓମ୍‌ଭ୍ୟାଲି ଜୁନିଅର ୱିଙ୍ଗସରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଥାଏ । ଆଜିକାଲି ପାଠପଢ଼ା ସାଙ୍ଗକୁ ମୋବାଇଲ ଦେଖା ମଧ୍ୟ ବଢ଼ିଯାଇଛି । ଯଦ୍ଵାରା ଛାତ୍ରଛାତ୍ରୀ ମାନେ ଚକ୍ଷୁ ଜନିତ ଅସୁବିଧାର
Read More...

ରାସ୍ତା ଉପରେ ଶୋଇଥିବା ଗୋରୁଗାଈଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଅଭାବନୀୟ ଘଟଣା । ରାସ୍ତା ଉପରେ ଶୋଇଥିବା ଗୋରୁଗାଈଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଆଉ ତିନୋଟି ଗାଈ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତରାତି ପ୍ରାୟ ୩.୪୫ ମିନିଟ
Read More...

ବଲାଙ୍ଗିର କୁମିଆପାଲିରେ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବ ଘୋଷଣା ମୁତାବକ ଆଜି ବଲାଙ୍ଗିର ପ୍ରଶାସନ ଲୋୟର ସୁକତେଲ ବିସ୍ଥାପନ ଗ୍ରାମଗୁଡ଼ିକ ମଧ୍ୟରେ ସାମିଲ୍‌ ଥିବା କୁମିଆପାଲିରେ ପୋଲିସ ବଳ ସହ ପହଂଚିଥିବା ବେଳେ କୁମିଆପାଲି ଗ୍ରାମବାସୀ ଜବର୍‌ଦସ୍ତ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆଜି ଗାଁ
Read More...

ବେଦାନ୍ତର ବକ୍ସାଇଟ ଡମ୍ପିଙ୍ଗକୁ ନେଇ ତୀବ୍ର ଆନ୍ଦୋଳନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବପଦର ପଞ୍ଚାୟତରେ ପରିବେଶ ସୁରକ୍ଷାକୁ ନେଇ ଅଣ୍ଟା ଭିଡ଼ିଲେ ଶିବପଦର ପଞ୍ଚାୟତବାସୀ । ବେଦାନ୍ତର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିବପଦର ଗ୍ରାମ ପଞ୍ଚାୟତବାସୀ । ଆନ୍ଦୋଳନ ଆଜିକୁ
Read More...

ଫିଲ୍ମ ମେକର ଜିତେନ୍ଦ୍ର ମିଶ୍ରଙ୍କ ସହିତ ପ୍ରଭାବତୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀଙ୍କ ପ୍ରେରଣା ଦାୟକ ଆଲୋଚନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିରୁ ଏଥେନସର ରେଡ୍‌କାର୍ପେଟ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ନେସନାଲ ଫିଲ୍ମ ଆୱାର୍ଡ଼ ହାସଲ କରିଥିବା ଟିଟିଲାଗଡ ମାଟିର ସୁଯୋଗ୍ୟ ସନ୍ତାନ ଜୀତେନ୍ଦ୍ର ମିଶ୍ରଙ୍କ ସହିତ ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ ମାନେ ସୋମବାର ଦିନ
Read More...

କଟାବାହାଲ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ପର୍କିତ ପ୍ରଶିକ୍ଷଣ ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତଠାରେ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ ଓ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁଙ୍କ ସହଯୋଗରେ ୨୦ ଜୁଲାଇ ୨୦୨୬ ତାରିଖରେ ସମୁଦାୟ ନେତୃବୃନ୍ଦଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଷୟକ ଏକ ପ୍ରଶିକ୍ଷଣ
Read More...