Monthly Archives

July 2026

ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ

ବଲାଙ୍ଗିର : ସପ୍ତମ ଶ୍ରେଣୀର ଜଣେ କୁନି ଝିଅ । ପାଠପଢ଼ାରେ ଯେତିକି ଦକ୍ଷ, ସଙ୍ଗୀତରେ ସେତିକି ପ୍ରତିଭାଶାଳୀ । ନିଜ ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଏବେ ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ । ଛୋଟବେଳୁ ବାପାଙ୍କ ପ୍ରେରଣା ଓ ଉତ୍ସାହରେ ସଙ୍ଗୀତ
Read More...

ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ଛତ୍ରପୁର ସହରର ମଝିବଜାର ଉପରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ବାମନ ଅବତାର ବେଶ ଏବଂ ବଳଦେବ ଜୀଉଙ୍କ ପର୍ଶୁରାମ ବେଶ ଧାରଣ କରି
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ପଧାନ ଓ ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢଙ୍କୁ ବିଦାୟକାଳୀନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର କ୍ଲଷ୍ଟର ପକ୍ଷରୁ ସ୍ଥାନୀୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି
Read More...

ବଙ୍ଗୋମୁଣ୍ଡା ବ୍ଲକରେ ଓଡ଼ିଶା ଜନତା କଂଗ୍ରେସର ସଦସ୍ୟତା ଶୁଭାରମ୍ଭ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ସଦସ୍ୟତା ଶୁଭାରମ୍ଭ ଓ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ରହି
Read More...

୨୦୨୭ ଜିଲ୍ଲା ଜନଗଣନା ଅନୁଯାୟୀ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରଣାଳୀରେ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ 'ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍-୨୦୨୭' ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ଏହି ହ୍ୟାଣ୍ଡବୁକ୍ ମାଧ୍ୟମରେ ଗ୍ରାମ ଓ ସହରସ୍ତରର
Read More...

ଭାଟକୁମରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକରେ ମହିଳା, ଶିଶୁ ଓ ଲିଙ୍ଗ ସମାନତା ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ
Read More...

ଲଘୁଚାପ ଜନିତ ଲଗାଣ ବର୍ଷା : ଗଛ ପଡି ରାସ୍ତା ଅବରୋଧ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ାରୁ ରାଇକିଆ ଯିବା ରାସ୍ତାରେ ପିରିଗଡ଼ ପୂର୍ବରୁ ରାସ୍ତା ଉପରେ ଏକ ଗଛ ପଡ଼ିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ପ୍ରାୟ
Read More...

ଟିପିଡବ୍ଲୁଓଡିଏଲ୍‌ର ‘ଗ୍ରାମୀଣ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ ଛୁଇଁଲା ସଫଳତାର ନୂଆ ଶିଖର

ସୁନ୍ଦରଗଡ଼ ଜିଲ୍ଲାରେ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ ହେଲେ ସାମିଲ୪୦ ପ୍ରତିଶତରୁ ଅଧିକ ଝିଅଙ୍କ ଅଂଶଗ୍ରହଣ, ମୁଖ୍ୟମନ୍ତ୍ରୀ ଟ୍ରଫି ଓ ଏସ୍‌ଜିଏଫ୍‌ଆଇ ଜାତୀୟ ଚାମ୍ପିଅନସିପ୍‌ରେ ସଫଳତା ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆରମ୍ଭ ହେବାର ବର୍ଷକ ମଧ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା
Read More...

ଏନ୍ଆଇଟି ରାଉରକେଲା ସ୍ୱାସ୍ଥ୍ୟସେବା ପ୍ରୟୋଗ ପାଇଁ ସ୍ଥାୟୀ ଜୈବ-କମ୍ପୋଜିଟ୍ ଫିଲ୍ମ ତିଆରି କରିଛି

ରାଉରକେଲା, (ସସ୍ମିତା ପ୍ରଧାନ) : ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍ଆଇଟି ରାଉରକେଲା)ର ବାୟୋଟେକ୍ନୋଲୋଜି ଏବଂ ମେଡିକାଲ ଇଞ୍ଜିନିୟରିଂ ବିଭାଗର ଗବେଷକମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାଧାରଣତଃ ବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀକୁ ବଦଳାଇବା ପାଇଁ ଏକ ନୂତନ
Read More...

କୁମାରୀରୁ ନାରୀ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନର୍ ହ୍ୱିଲ୍ କ୍ଲବ୍ ଅଫ୍ ରାଉରକେଲା ମିଡ୍‌ଟାଉନ୍ ପକ୍ଷରୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ "କୁମାରୀରୁ ନାରୀ" ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀ ଯୋଗଦେଇ ଋତୁସ୍ରାବ ସ୍ୱଚ୍ଛତା,
Read More...