ପୂର୍ବତନ ସରପଞ୍ଚ ଓ ସମାଜସେବୀଙ୍କ ପିତୃ ବିୟୋଗ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୂର୍ବତନ ସରପଞ୍ଚ ଓ ସମାଜସେବୀ ଦିଲୀପ ଛୋଟରାୟଙ୍କ ବାପା ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଭୀମସେନ ଛୋଟରାୟଙ୍କ ୯୪ ବର୍ଷରେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ସମଗ୍ର!-->…
Read More...
Read More...