Yearly Archives

2025

ଆର୍ଯ୍ୟ କୂଳମ ନୃସିଂହନାଥ ଆନୁକୂଲ୍ୟରେ ୩ ଦିନିଆ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାବ୍ୟତାର ସହିତ ମେ ୧୦ରୁ ମେ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଅନେକ ଶାସ୍ତ୍ରର ଜ୍ଞାତା ବାସୁଦେବ ବ୍ରତୀଜୀଙ୍କ ବ୍ରହ୍ମତ୍ୱରେ ଯଜ୍ଞ ସମ୍ପାଦନା ହୋଇଥିବା ବେଳେ ପଣ୍ଡିତ ହରିଶ୍ଚନ୍ଦ୍ର, ପଣ୍ଡିତ ସନ୍ତୋଷ, ବାନପ୍ରସ୍ତି ଚୈତନ୍ୟ ମୁନି, ଆର୍ଯ୍ୟଶ୍ରୀ
Read More...

ଛତ୍ରପୁରର ଗୌରବ ବିଷ୍ଣୁ ପ୍ରସାଦ ଶତପଥୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦ୍ୟ ପ୍ରକାଶିତ ସର୍ବଭାରତୀୟ ସି.ବି.ଏସ୍.ଇ. ଦ୍ୱାଦଶ ବିଜ୍ଞାନ ବିଭାଗ ପରୀକ୍ଷାରେ ଭୁବନେଶ୍ୱର ସ୍ଥିତ ଡି.ଏ.ଭି, ଚନ୍ଦ୍ରଶେଖରପୁରରେ ଅଧ୍ୟୟନ କରୁଥିବା ଛତ୍ରପୁର ସହରାଞ୍ଚଳର ବିଷ୍ଣୁ ପ୍ରସାଦ ଶତପଥୀ ଗଣିତରେ ୧୦୦ ମାର୍କ, ଇଂରାଜୀରେ ୯୭, ପଦାର୍ଥ
Read More...

ଗଞ୍ଜାମ ଜିଲ୍ଲାରେ ପୋଲିସ ଅପରାଧୀକ ମୂଳୋତ୍ପାଟନ ଅଭିଯାନ : ୨୦ ଜଣ ଅପରାଧୀଙ୍କୁ ଗିରଫ ସହ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀକ ମୂଳୋତ୍ପାଟନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣ ଅପରାଧୀଙ୍କୁ ଗିରଫ ସହ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ୍ ଜବତ ହୋଇଥିବା ଜଣାଯାଇଛି ।
Read More...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଜୁବୁଲି ମଣ୍ଡପଠାରେ ସାନ୍ତାଳ ଏମ୍ପଲୋଇଜ ଏସୋସିଏସନ ତରଫରୁ ଅଲଚିକି ଲିପି ସ୍ରଷ୍ଟା 'ପରସି ସିଞ୍ଜଚାନ୍ଦ' - ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ସାନ୍ତାଳ ପରମ୍ପରା ଅନୁସାରେ ନାୟକେ
Read More...

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ତଥା ସାହିତ୍ୟିକ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମ ଅବକାଶରେ ତୃଷାର୍ତ୍ତ ମନକୁ ତୃପ୍ତ କରିବା ପାଇଁ ଛେଣ୍ଡ ହାଟ ଠାରେ ଶୀତଳ ଦହି ପଣା ବଣ୍ଟନର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସାମାଜିକ
Read More...

ରାଉରକେଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ କାର୍ଯ୍ୟକ୍ରମ

ସମୟରେ, ହିନ୍ଦ ମଜଦୁର ସଭା, ରାଉରକେଲା ବିକାଶ ମଞ୍ଚ ଏବଂ ଥିଙ୍କର୍ସ ଫୋରମର ପ୍ରତିନିଧିମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ କଲେକ୍ଟର ମନୋଜ ସତ୍ୟବାନ ମହାଜନ, IASଙ୍କୁ ଭେଟିଥିଲେ। ପ୍ରତିନିଧି ଦଳ ସହରର ଭିତ୍ତିଭୂମି ଏବଂ ବିକାଶକୁ ବୃଦ୍ଧି କରିବା ପାଇଁ ଅନେକ ପ୍ରମୁଖ ଦାବି ଉପସ୍ଥାପନ
Read More...

ବିଶୋଇଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟି ଟଙ୍କାରୁ ଅଧିକମୂଲ୍ୟର ବିଭିନ୍ନ…

୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ-ବିଶୋଇ ବ୍ଲକ ମୁଖ୍ୟାଳୟରେ +୨ ମହାବିଦ୍ୟାଳୟ ସ୍ଥାପନ ହେବବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ
Read More...

ନୃସିଂହନାଥ ପୀଠ ବୈଶାଖ ମେଳା ଅବସରରେ ସମାଜସେବା ସେବା କାର୍ଯ୍ୟ ପାଇଁ ସଂକଳ୍ପ ପରିବାର ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ପବିତ୍ର ବୈଶାଖ ମେଳା-୨୦୨୫ ଅବସରରେ ସଂକଳ୍ପ ପରିବାର ବରଗଡ ନିସ୍ଵାର୍ଥପର, ସମାଜସେବା କାର୍ଯ୍ୟ ପାଇଁ ଅତୁଟ ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିବଦ୍ଧତା ପାଇଁ ଶ୍ରୀ
Read More...

ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ଗତ ୧୧ ମଇ ୨୦୨୫ ତାରିଖରେ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପଠାରେ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି
Read More...

ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇକ୍ଷମସନୟ ଆନୁକଦ୍ଭଲ୍ୟରେ ମାଟ୍ରିକ ପରୀକ୍ଷାରେ ଏ-ୱାନ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ
Read More...