Yearly Archives

2025

ପ୍ରେରଣାର ଉତ୍ସ ଆପ୍ରାଇଜ଼ ଗ୍ରୁପ ଅଫ ଇନ୍ଟିଟ୍ୟୁସନ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆପ୍ରାଇଜ଼ ଗ୍ରୁପ ତାର ବିଭିନ୍ନ ଶାଖା ମାନଙ୍କରେ ବାପା ଓ ମା ଛେଉଣ୍ଡ ଛାତ୍ର ଓ ଛାତ୍ରୀମାନଙ୍କୁ ସମ୍ପୂର୍ଣ ମାଗଣା ରେ ପାଠ ପଢାଇବ ଓ ଯୁକ୍ତ ଦୁଇରେ ୯୦ ପ୍ରତିଶତ ମାର୍କ ରଖିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଏକ ଲକ୍ଷ
Read More...

ବହୁ ଚର୍ଚ୍ଚିତ ପାର୍ସଲବୋମା ଘଟଣାର ଦ୍ଵିତୀୟ ଦିନ ଆର୍ଗୁମେଣ୍ଟ ଶେଷ

ପାଟଣାଗଡ଼, (ଅଶୋକ କୁମାର ବାଗ) : ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ପୁଅ ବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା ବେଳେ ଖୋଲିଲା ବେଳେ ସୌମ୍ୟଶେଖର ସାହୁ ଓ ତାଙ୍କ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଫଳାଫଳ ଶତ ପ୍ରତିଶତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । ବିଦ୍ୟାଳୟରେ ପରିକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉର୍ତ୍ତିର୍ଣ୍ଣ ହୋଇଛନ୍ତି ଦଶମ ଶ୍ରେଣୀର ୧୦୪ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ସମସ୍ତେ ପାସ୍ ହୋଇଥିବା ବେଳେ
Read More...

ଓଡ଼ିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଅତିରିକ୍ତ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ

ହିତାଧିକାରୀଙ୍କୁ କର୍ମସ୍ଥଳରେ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ ସୁନ୍ଦରଗଡ଼,(ସସ୍ମିତା ପ୍ରଧାନ) : ଆଜି ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ସଚିବ ରାଜେଶ କୁମାର ଅଗ୍ରୱାଲ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି
Read More...

ବିଧାନସଭା ପରିସରରେ ପଣ୍ଡିତ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୃର୍ତ୍ତି ସ୍ଥାପନ ପାଇଁ ବାଚସ୍ପତିଙ୍କୁ ଚିଠି…

ବିଧାନସଭାରେ ପଣ୍ଡିତ ନେହେରୁ ଓ ଇନ୍ଦିରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯାଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଦେଶ ଭାରତ ବର୍ତ୍ତମାନ ବିଶ୍ୱ ଅର୍ଥନୀତିକୁ ଦେଖିଲେ ଚତୁର୍ଥ ସ୍ଥାନରେ ପହଂଚିଛି । ଆମେ ସେନାର ଶକ୍ତି ହେଉ କି ଦେଶର ଗଣତାନ୍ତ୍ରିକ ପଦ୍ଧତି ହେଉ ଆମେ ସାରା
Read More...

ଗଣ୍ଡାବଜା ପତ୍ରିକା ତରଫରୁ ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳିତ
ମହାନ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ଗଣ୍ଡାବଜା ପରିବାର ତରଫରୁ କ୍ରାନ୍ତିକାରୀ ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ମୁଖ୍ୟ ଅତିଥି, ଅଧ୍ୟାପକ ଜିତେନ୍ଦ୍ର ସୁନା ମୁଖ୍ୟବକ୍ତା,
Read More...

ସଇଁତଲାରେ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଇଁତଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ନୂତନ ବ୍ଲକ ଶିକ୍ଷାଧିକାରୀ ଭେଟିଲେ ବ୍ଲକ ଓଷ୍ଟା ପ୍ରତିନିଧି ଦଳ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଯୋଶୀଙ୍କୁ ମଙ୍ଗଳବାର ବ୍ଲକ ଓଷ୍ଟା ପ୍ରତିନିଧି ଦଳ ତରଫରୁ ସୌଜନ୍ୟ ମୂଳକ ଭାବରେ ସାକ୍ଷାତ କରିଥିବା ଜଣାଯାଇଛି । ଏଥିରେ ନୂତନ ଶିକ୍ଷାଧିକାରୀ ଶ୍ରୀ
Read More...

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଦଳ ରୟାଲ ଟାଇଗର୍ସ ଦଳକୁ ଟାଇ ବ୍ରେକର ଜରିଆରେ ୪-୩ ଗୋଲରେ ପରାସ୍ତ କରିଥିଲା । ଦ୍ଵିତୀୟ ମ୍ୟାଚରେ ଅଲଡ଼ ଇଜ ଗୋଲଡ଼ ଦଳ
Read More...

ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ (ଏନପିଏସ) ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ ନୂତନ ପେନସନ ଯୋଜନା ଭୁକ୍ତ ତରଫରୁ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କର ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ଏକ ଦାବିପତ୍ର ବିଶୋଇ ସର୍କିଟ ହାଉସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ
Read More...