Yearly Archives

2025

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ପକ୍ଷରୁ ଶିଶୁ ସୁରକ୍ଷା, ଯଶୋଦା, ଗ୍ରୀନ ପାସେଜ ଓ ଶିଶୁ ସହାୟତା କେନ୍ଦ୍ର ଉପରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲିସ୍ଥିତ ସରକାରୀ ପଲିଟେକ୍‌ନିକ୍, ବଲାଙ୍ଗିରର ସ୍ମାର୍ଟ ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ଆୟୋଜନରେ ଯଶୋଦା ଯୋଜନା, ଗ୍ରୀନ ପାସେଜ ପ୍ରମାଣ ପତ୍ର ଓ ଶିଶୁ ସହାୟତା କେନ୍ଦ୍ର ୧୦୯୮ ଉପରେ ସଚେତନତା ଶିବିରରେ
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ଟିଟଲାଗଡ ବିଧାୟକ ନବୀନ ଜୈନଙ୍କୁ…

ଟିଟିଲାଗଡ଼େ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ମୁଖ୍ୟମନ୍ତ୍ରୀ
Read More...

ସହରାଞ୍ଚଳ ଆରୋଗ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଭାରତବର୍ଷରେ ଯସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ଅବସ୍ଥିତ ଥିବା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ
Read More...

ଭିକାରୀପଲ୍ଲୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବିଦ୍ୟାଳୟସ୍ତରୀୟ 'ମାଆ ପାଇଁ ଗଛ ଟିଏ ' କାର୍ୟ୍ୟକ୍ରମ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଶ୍ରୀ ହରିହରଶ୍ୱର ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ
Read More...

ୱାଟକୋ ସବଡ଼ିଭିଜନରେ ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର : (କେ.ସତ୍ୟନାରାୟଣ ରେଡ୍ଡୀ) : ୱାଟକୋ ଛତ୍ରପୁର ସବଡ଼ିଭିଜନ ଅନ୍ତର୍ଗତ କାଳିଆବାଲି କେନ୍ଦ୍ରରେ ବିଶ୍ଵ ବିନ୍ଧାଣୀ, ବିଶ୍ଵ-ନିର୍ମାତା ଭଗବାନ ବିଶ୍ଵକର୍ମାଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । କର୍ମଚାରୀ କର୍ମକର୍ତ୍ତାମାନଙ୍କ ମିଳିତ ସହଯୋଗରେ ଏକ ନିଆରା
Read More...

କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା

ବୌଦ୍ଧ : କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଥିବା ନେଇ ଜଣାପଡ଼ିଛି । ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍‌ଡିଭିଜନ, ଏନ୍‌ଏସି ମାନ୍ୟତା ସହ ଏକ ସବ୍‌ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି୧୨ ଘଣ୍ଟିଆ
Read More...

ନିଯୁକ୍ତି ଠକେଇ ଅଭିଯୋଗରେ ଏସ୍‌ଏସ୍‌ବି କନେଷ୍ଟବଳ ଗିରଫ

ଭୁବନେଶ୍ୱର : ନିଯୁକ୍ତି ଠକେଇ ଅଭିଯୋଗରେ ଏସ୍‌ଏସ୍‌ବି କନେଷ୍ଟବଳକୁ ଗିରଫ କରିଛି ଟ୍ୱିନ ସିଟି କମିଶନରେଟ ପୋଲିସ ବୋଲି ଏକ ବଡ଼ ସୂଚନା ରହିଛି । ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର ଦୁଇ ସହଯୋଗୀ ପବିତ୍ର ମୋହନ ବେହେରା ଓ ଅମିୟ କୁମାର
Read More...

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଝାରସୁଗୁଡ଼ାରେ ହେବ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ

ଝାରସୁଗୁଡ଼ା : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ଝାରସୁଗୁଡ଼ାରେ ହେବ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ । ଝାରସୁଗୁଡ଼ାର ମାଳୀମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମକୁ ଆନ୍ତର୍ଜାତିକ ସ୍ତରରେ ଉନ୍ନୀତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବା ସହ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫୦ କୋଟି
Read More...

ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର : ଆଜି ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ରେଡ଼ିଓ ଷ୍ଟସନ ସାମ୍ନା ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରିବା ସହ ଉଦ୍‌ଘାଟନ କରିଥିଲେ ।
Read More...

ରକ୍ତଦାତାଙ୍କୁ ଉତ୍ସାହିତ କଲେ ସିଡିଏମ୍‌ଓ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବିଲେଇସର୍ଡା ଗ୍ରାମର ଯଶୋବନ୍ତୀ ଗଡତ୍ୟା ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ୪% ରକ୍ତ ଥିବାରୁ ତାଙ୍କୁ ଜରୁରୀ କାଳୀନ ସ୍ଥିତିରେ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେଲେ । କୌଣସି ମତେ ଖବର ପାଇ
Read More...