Yearly Archives

2025

ଗ୍ରାହକଙ୍କ ପାଇଁ ଜିଏସଟି ହ୍ରାସର ଲାଭ ସୁନିଶ୍ଚିତ କରିବା ସହିତ ଶିଳ୍ପଜଗତ ଉପରେ ଅନୁପାଳନ ବୋଝ ହ୍ରାସ କରିଛନ୍ତି ସରକାର

ଆଇନଗତ ମାପ ନିୟମକୁ କୋହଳ କରାଯାଇଛି : ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ପାଇଁ ଆଉ ଖବରକାଗଜ ସୂଚନା ଆବଶ୍ୟକ ନାହିଁସଂଶୋଧିତ ମୂଲ୍ୟ ସହିତ ପୁରୁଣା ପ୍ୟାକେଜିଂ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉପଭୋକ୍ତା ବ୍ୟାପାର,
Read More...

ରକ୍ତଦାତାଙ୍କୁ ଉତ୍ସାହିତ କଲେ ସିଡିଏମ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବିଲେଇସର୍ଡା ଗ୍ରାମର ଯଶୋବନ୍ତୀ ଗଡତ୍ୟା ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ୪% ରକ୍ତ ଥିବାରୁ ତାଙ୍କୁ ଜରୁରୀ କାଳୀନ ସ୍ଥିତିରେ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେଲେ । କୌଣସି
Read More...

ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ହିନ୍ଦୀ ଦିବସ ପାଳନ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ବରିଷ୍ଠ
Read More...

ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ନିର୍ଦ୍ଦେଶନାମା କ୍ରମେ "ସୁସ୍ଥ ନାରୀ ସଶକ୍ତ ପରିବାର" ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗିର ସ୍ଥାନୀୟ ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର
Read More...

ଜାତୀୟ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ୧୯. ୦୯. ୨୦୨୫ରୁ ୨୫. ୦୯. ୨୦୨୫ ପର୍ଯ୍ୟନ୍ତ ସାତ ଦିନ
Read More...

ସାର ଏବଂ ଏନଏସି ଦାବୀ ନେଇ ଖପ୍ରାଖୋଲରେ ବିଜେଡିର ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାର କେଳେଙ୍କାରୀ ଏବଂ ଲାଠୋର କୁ ଏନଏସି ମାନ୍ୟତା ପାଇଁ ଆଜି ବିଜୁ ଜନତା ଦଳ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀ ଆଜି ଖପ୍ରାଖୋଲ ବିଜେଡି କାର୍ୟ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଖପ୍ରାଖୋଲ
Read More...

କୋଏଲ ନଗର ଡି’ ବ୍ଲକ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଡି' ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସର୍ବଜନୀନ ଦୁର୍ଗା ପୂଜା କମିଟି -୨୦୨୫ର ପ୍ରସ୍ତୁତି ବୈଠକ ସଭାପତି ଦେବେନ୍ଦ୍ରନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ ପରେ ମହାସଚିବ ଜୟଶ୍ରୀ ପାଣିଗ୍ରାହୀ ପୂଜା
Read More...

ଆନ୍ତର୍ଜାତିକ କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ପରଲୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇକ୍ଲିଂରେ ଆନ୍ତର୍ଜାତିକ ସ୍ତରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିବା କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଫଳରେ ରାଉରକେଲା ମାଟି ଏକ ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କୁ ହରାଇଲା ବୋଲି ରାଉରକେଲାବାସୀ ପ୍ରକାଶ କରିଛନ୍ତି ।
Read More...

ଫେରାର ଅଭିଯୁକ୍ତ କାର୍ତ୍ତିକ ବେହେରା ଓରଫ ଆନ୍ନା ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ୪ଜଣ ଫାଇନାନ୍ସ କର୍ମଚାରୀଙ୍କୁ ଅପହରପଣ କରି ଏକ କୋଟିରୁ ଅଧିକ ଟଙ୍କା ମାଗିବା ମାମଲାରେ ସମ୍ପୃକ ରହି ଫେରାର ରହିଥିବା ଅଭିଯୁକ୍ତ କାର୍ତ୍ତିକ ବେହେରା ଓରଫ ଆନ୍ନାକୁ ଗୁରୁବାର ଗିରଫ କରିଛି କେ. ନୂଆ ଗାଁ ଥାନା
Read More...