Yearly Archives

2025

ବରଗଡ଼ ସାଂସଦଙ୍କ ରାଜପଥ ଦାବି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

ବରଗଡ, (ନିରୋଜ କୁମାର ପାଣୀ) : ବଲାଙ୍ଗିର-ପାଟଣାଗଡ-ହରିଶଙ୍କର- ନୃସିଂହନାଥ -ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି । ଏ
Read More...

ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ରୁ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବଡବନ୍ଧ ସ୍ଥିତ ବନଦୂର୍ଗା ମନ୍ଦିରରେ ସାର୍ବଜନୀକ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ରୁ ଆରମ୍ଭ ହେବ ବୋଲି ପୂଜା କମିଟି ସଭାପତି ଡ଼ା ପ୍ରଭାତ ନାରାୟଣ ତ୍ରିପାଠୀ ଓ ସଂପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ପ୍ରତି ବର୍ଷ
Read More...

ବଲାଙ୍ଗିର ବନ ବିଭାଗକୁ ବଡ଼ ସଫଳତା : ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ସହ ଦୁଇ ଅଭିଯୁକ୍ତକୁ ଧରିଲା

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଟ୍ରୋଲିଂ ସମୟରେ ବିଜାଖମନ ଗ୍ରାମ ନିକଟରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ
Read More...

ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ

ରାୟଗଡ଼ା, ( ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ । ଓଡିଶା ଭିଜିଲାନ୍ସ ପଞ୍ଚାରେ କାଶୀପୁର ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ ଧରାପଡିଥିବା ସୂଚନା ମିଳିଛି । ଆଜି ରାୟଗଡା ବନ ବିଭାଗ, ଅନ୍ତର୍ଗତ କାଶୀପୁର ରେଞ୍ଜ ଅଧିକାରୀ ଅନ୍ତର୍ୟ୍ୟାମୀ ସାହୁଙ୍କ
Read More...

୫୧୪୯ ତମ ଅଗ୍ରସେନ୍ ଜୟନ୍ତୀକୁ ନେଇ ଅଗ୍ରୱାଲ ସମାଜର ସାମ୍ୱାଦିକ ସମ୍ମିଳନୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ବେଶନ ଓ ଫେସନରୁ ମୁକ୍ତ ରହିବା ସହ ସାମାଜିକ କାର୍ୟ୍ୟକ୍ରମ କରିବାଥିଲା ମହାରାଜ ଅଗ୍ରସେନଙ୍କ ବାର୍ତ୍ତା ଓ ଏକ ଇଟ ଏକ ରୂପୟିଆର ମୂଳ ମନ୍ତ୍ର । ଏହି ସୁନ୍ଦର ଚିନ୍ତା ଧାରା ସହିତ ସବୁ କ୍ଷେତ୍ରରେ ସମାଜରେ ବସ ବାସ କରୁଥିବା ଲୋକଙ୍କ ହିତ ପାଇଁ କାମ କରିବାର ଦିଗ
Read More...

କେସିଙ୍ଗା ବାର ସଂଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ, ଓକିଲଙ୍କ ଲାଇସେନ୍ସ ବିଷୟରେ ଆଲୋଚନା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବାର୍ ସଂଘର ଏକ ଜରୁରୀକାଳୀନ ପଦାଧିକାରୀ ବୈଠକ ୧୩.୦୯.୨୦୨୫ ତାରିଖରେ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି । ଏହି ବୈଠକରେ ମୁଖ୍ୟତଃ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ୍ ଦ୍ୱାରା ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୮୪୮, ତାରିଖ ୨୫.୦୮.୨୦୨୫, ଯାହା କି
Read More...

ପୁଅର ଜିଦ ଆଗରେ ହାରମାନିଲେ ପିତାମାତା – ବିଦ୍ୟାଳୟରେ ଗଛ ଲଗାଇଲେ ଛାତ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : ୧୦ ବର୍ଷରୁ କମ ପିଲାମାନେ ସାଧାରଣତଃ ଖେଳନା, ଚକଲେଟ, ନୂଆ ସାର୍ଟ ପେଣ୍ଟ ଆଦି କିଣିଦେବା ପାଇଁ ବାପାମାଆଙ୍କ ପାଖରେ ଅଳି କରିଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ
Read More...

“ଏକ ପେଡ ମା’କେ ନାମ-୨.୦” ଅଭିଯାନରେ ବାରିପଦା ବନଖଣ୍ଡ ପକ୍ଷରୁ ବ୍ୟାପକ ଚାରାରୋପଣ କାର୍ୟ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ କ୍ରମେ "ଏକ ପେଡ ମା'କେ ନାମ-୨. ୦" ବା "ମା' ପାଇଁ ଗଛଟିଏ" ର ଦ୍ଵିତୀୟ ସଂସ୍କରଣ ଅଭିଯାନ ଦେଶବ୍ୟାପୀ ଜୁନ ୫ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ
Read More...

ୟୁରିଆ ସାର ପାଇଁ ରାସ୍ତା ରୋକ କଲେ ଚାଷୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାର ପାଇଁ ରାତି ଅନିଦ୍ରା, ଲାଗିଛି ଲମ୍ବା ଲାଇନ । ଏ ହେଉଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର ଦୃଶ୍ୟ । ସାର ଆସିଥିବା ଶୁଣିବା ପରେ ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଇଥିଲେ ଚାଷୀ । କିନ୍ତୁ ଚାଷୀମାନଙ୍କୁ ପେକ୍ସ କର୍ମୀ
Read More...

ସ୍ୱତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ୭୫ତମ ଜନ୍ମଦିନର ଅଭିନନ୍ଦନ

● ଟି-ସିରିଜ୍ ଏବଂ ସାରେଗାମା ଦ୍ୱାରା ପ୍ରସ୍ତୁତ ଗୀତଗୁଡ଼ିକରେ ରହିଛି ଖ୍ୟାତିସମ୍ପନ୍ନ କଳାକାରଙ୍କ ଯୋଗଦାନ● ସାମାଜିକ ଗଣମାଧ୍ୟମରେ ସୁମଧୁର ଗୀତଗୁଡ଼ିକୁ ଦେଖିବା ସହ ଶେୟାର କରୁଛନ୍ତି ଲକ୍ଷ ଲକ୍ଷ ଦର୍ଶକ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନରେ
Read More...