Yearly Archives

2025

ଡଃ. ଆମ୍ବେଦକର ଓ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ଲକ୍ଷେ ଘର ଗଣ୍ଡା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗେଡ ସରୋବର ପଡା ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସମ୍ବିଧାନର ଜନକ ଡଃ. ବି.ଆର.ଆମ୍ବେଦର ଓ ଭଗବାନ ବୁଦ୍ଧଙ୍କ ପ୍ରତିମ୍ରୂର୍ତ୍ତି ସ୍ଥାପନ ତଥା ଉନ୍ମୋଚନ ହୋଇଯାଇଛି । ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ପଥରଚେପା ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ଗ୍ରାମବାସୀ

ବିଜୁଳି ଓ ରାସ୍ତାଘାଟ ନିର୍ମାଣ ଦୁର୍ନୀତିରେ ଲିପ୍ତ ସଦର ବ୍ଲକ ପ୍ରଶାସନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରକୁ ଲାଗି ସଦାଇପାଲି ପଂଚାୟତ ଅନ୍ତର୍ଗତ ପଥରଚେପା ଗ୍ରାମ । ପ୍ରାୟତଃ ଆଦିବାସୀ, ଦଳିତ ଓ ନିମ୍ନ ଆୟ ବର୍ଗର ଲୋକେ ଏଠି ବାସ କରନ୍ତି । ବଲାଙ୍ଗିର ସହରର ଅତି ନିକଟରେ ଥିଲେ ମଧ୍ୟ
Read More...

ଜରାସିଂହା କଲେଜରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵଭାର ଗ୍ରହଣ କରିଛନ୍ତି ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ । ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ବସନ୍ତ ମନହିରା ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
Read More...

ଅନ୍ୱେଷାର ୧୧୮ ତମ ମାସିକିଆ ମାଗଣା ହାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଓ ୧୧୮ତମ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ
Read More...

ରାଉରକେଲା ପୋଲିସ ଦ୍ୱାରା ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

୭ ଅଭିଯୁକ୍ତଙ୍କ ନିକଟରୁ ୨ଟି ବାଇକ୍, ୭୦ ଗ୍ରାମ ସୁନା, ୧୩୦୦ ଗ୍ରାମ ରୂପା ସହିତ ୬ଟି ଏଲ୍‌ଇଡି ଟିଭି ଜବତ ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ପୋଲିସ ଅଧିନସ୍ଥ ବ୍ରାହ୍ମଣୀତରଙ୍ଗ ଥାନା ଦ୍ଵାରା ଚୋରି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୨ଟି
Read More...

ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ପଞ୍ଚମ କ୍ଲଷ୍ଟର ସ୍ତରୀୟ ବୈଠକ କନକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଶ୍ୱିନୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନ ଆର୍‌ପି
Read More...

୭୬ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଆଜି ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ୭୬ ତମ କଳାହାଣ୍ଡି ଗଠନ ଦିବସ ପାଳନ କରାଯାଇଛି ।୧୯୪୯ ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା
Read More...

ଖପ୍ରାଖୋଲ ପୋଲିସର ଦୃଢ଼ ପଦକ୍ଷେପ : ୧୧ ଜଣ ଦାଦନ ଶ୍ରମିକ ଓ ୫ ଶିଶୁ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶନିବାର ସକାଳୁ ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କର୍ଲାବାହାଲି ଛକ ନିକଟରୁ ୫ ଜଣ ଶିଶୁ ସମେତ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଖପ୍ରାଖୋଲ ପୋଲିସ ଜାଣିବାକୁ ପାଇଥିଲା ଯେ, କିଛି ଦାଦନ ଶ୍ରମିକଙ୍କୁ
Read More...

ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ଓ ଟେକୱାଲା କେ ୩ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ର ମିଳିତ ଆନୁକୂଲ୍ୟରେ ଡିକୋଡ଼ିଙ୍ଗ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଏକ ଆଲୋଚନା ଚକ୍ର ସ୍ଥାନୀୟ ମାକ୍ସମୁଲାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

ବାନେର ସ୍ଥିତ ଆନନ୍ଦ ବୃନ୍ଦାବନ ଠାରେ ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସ୍ଥିତ ଆନନ୍ଦ ବୃନ୍ଦାବନର ପାବନ ଭୂମିରେ ବିଶ୍ୱାତ୍ମ ଚେତନା ପରିଷଦର ପ୍ରତିଷ୍ଠାତା ପରମପୂଜ୍ୟ ସ୍ୱାମୀ ପରମହଂସ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ଵତୀଙ୍କ ମାର୍ଗଦର୍ଶନରେ ପବିତ୍ର ଶ୍ରୀମଦ୍ ଭାଗବତ ପାରାୟଣ ଓ ନିୟମିତ ପ୍ରବଚନର
Read More...