ବଲାଙ୍ଗିର ଲୋକ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ ପ୍ରେସ୍ମିଟ୍
ବଲାଙ୍ଗିିର, (କେପିଏନ୍ଏସ୍) : ୨୨ତମ ବଲାଙ୍ଗିର ଲୋକଉତ୍ସବ ୨୦ ଜାନୁୟାରୀ ୨୦୨୫ରୁ ୨୩ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କୋଶଳ କଳାମଣ୍ଡଳ ପଡିଆରେ ଆୟୋଜନ ହେବାକୁ ଯାଉଛି । ଏହି ବଲାଙ୍ଗିର ଲୋକ ଉତ୍ସବରେ ୨୦ ଜାନୁୟାରୀ ୨୦୨୫ ପୂର୍ବାହ୍ନ ୯ ଘଟିକା ସମୟରେ ମଞ୍ଚପୂଜା, ପତାକା ଉତ୍ତୋଳନ ଓ!-->…
Read More...
Read More...