Yearly Archives

2025

ସି.ଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍‌ ୨୦୨୫ ତୃତୀୟର ଦିବସ

ଟିଟିଲାଗଡ ଏଫ୍‌ସି ବିଜୟୀ ଓ ସଦାଇପାଲି ଏବଂ ଖପ୍ରାଖୋଲ ମ୍ୟାଚ୍‌ ଡ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍‌ ଚମ୍ପିୟାନସିପ୍‌ ୨୦୨୫ ତୃତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା
Read More...

ଲେମଧର ସେବାଶ୍ରମରେ କ୍ଲଷ୍ଟର ସ୍ତରୀୟ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ଲେମଧର ସେବାଶ୍ରମ ବିଦ୍ୟାଳୟରେ ଅଷ୍ଟମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସିଆରସିସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହ
Read More...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ତାଲିମ୍ ଶିବିର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ଥାନୀୟ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚଳିତ ମାସର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ
Read More...

ହିଆଲ କ୍ଲଷ୍ଟରର ପ୍ରାଥମିକ ବିଦ୍ୟାଳୟ ନାଏକପଡାଠାରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ପ୍ରାଥମିକ ବିଦ୍ୟାଳୟ ନାଏକପଡାଠାରେ ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଆଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର କୁମାର ବାଗ,
Read More...

ଗଞ୍ଜାମ ଜିଲ୍ଲାରେ ମଦମାଫିଆ, ଖଣିଜ ସମ୍ପଦ, ବାଲି ମାଫିଆ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ଦୁର୍ନୀତିକୁ ରୋକାଯିବା –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚାଲିଥିବା ବ୍ୟାପକ ମଦମାଫିଆ ଖଣିଜ ସମ୍ପଦ ଏବଂ ବାଲି ମାଫିଆ ପ୍ରସଙ୍ଗକୁ ରାଜସ୍ୱ ବିଭାଗ ପ୍ରାଧାନ୍ୟ ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଦିଗରେ ବିଶେଷ ଭାବରେ ଧ୍ୟାନଦେଇ ଗଞ୍ଜାମ ଜିଲ୍ଲାରେ ଖଣିଜ ସମ୍ପଦ, ଜଙ୍ଗଲ ଜମି ଏବଂ ବାଲି
Read More...

ବର୍ଷିଆନ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ୮୨ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ପାଇକମାଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୦ ମସିହାରେ ପ୍ରତିଷ୍ଠିତ
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ଦିବସରେ ୧୦୮ ଥର ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ମାଲଗୋଦାମ ପଡ଼ା ନିକଟ ରେଳବାଇ ରନିଙ୍ଗ୍‌ ରୁମ୍‌ ପଛପଟେ ଥିବା ହନୁମାନ ମନ୍ଦିର ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଅବସର ତଥା ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ କଲୋନୀବାସୀ ମନ୍ଦିର ପ୍ରାଙ୍ଗଣରେ ୧୦୮ ଥର ହନୁମାନ ଚାଳିଶା ପାଠ କରିବା ସହ
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ନୂତନ ଛାତ୍ର ସଂଘ ଶପଥ ନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୨୦୨୫ ଛାତ୍ର ସଂଘର ଶପଥ ଗ୍ରହଣ ସମାରୋହ 'ପ୍ରତିଜ୍ଞା' ଶୁକ୍ରବାରର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସ୍ୱୟଂପ୍ରଭା ପ୍ରଧାନ,
Read More...

ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୫ଜଣ ଛାତ୍ରଛତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି । ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ହିତେଶ ବାରିକ ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର ଓ ଅନ୍ଵେଷ
Read More...

ଟିଟିଲାଗଡ ଓମ୍‌ ଭେଲି ସ୍କୁଲକୁ ମିଳିଲା ୨୦୨୪ ଶ୍ରେଷ୍ଠ ସିବିଏସଇ ସ୍କୁଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିଶୁର ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ପରିପ୍ରକାଶ କରିବାକୁ ଶିକ୍ଷା କୁହାଯାଏ । ଶିକ୍ଷା ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ । ଶିକ୍ଷା ଚରିତ୍ରକୁ ରୁଚି ସମ୍ପନ୍ନ ଓ ପ୍ରଗତିଶୀଳ କରିବାରେ ସହାୟକ ହୋଇଥାଏ । ଏହି ଶିକ୍ଷା ଆମକୁ ବିଦ୍ୟାଳୟରୁ ହିଁ
Read More...