ବଲାଙ୍ଗିର ଖ୍ରୀଷ୍ଟିୟ ସମାଜର ନୂଆଁଖାଇ ପାଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଖ୍ରୀଷ୍ଟିୟ ସମାଜ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳନ କରାଯାଇଛି । ସକାଳ ୧୦ଟା ସମୟରେ ସହରର ସମସ୍ତ ଉପାସନାଳୟ / ସଭାଗୃହ ଠାରେ ନୂଆଁଚୁଡା ଉତ୍ସର୍ଗ କରାଯାଇ ଭକ୍ଷଣ କରାଯାଇଥିଲା । ଅପରାହ୍ନ ୩ଟା ସମୟରୁ ସ୍ଥାନୀୟ ମିଶନ!-->…
Read More...
Read More...