ରୂପ ସିଂ ମାଝୀ ନିଖୋଜ ଘଟଣା : ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁର ରୂପ ସିଂ ମାଝୀ ନିଖୋଜ ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି । ଘଟଣାର ୧୧ଦିନ ପରେ କଳମପୁର ପୁଲିସକୁ ମିଳିଛି ମୁଣ୍ଡ ବିହୀନ ଗଣ୍ଡି । ତେବେ ଗୁଣି ଗାରେଡିକୁ ନେଇ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଲିଙ୍ଗ ମାଝୀ । ବୁଧବାର!-->…
Read More...
Read More...