Daily Archives

ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ : ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବିଦେଶରେ ଚାକିରି ସହ ମୋଟା ଅଙ୍କର ଦରମା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଠକୁଥିଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଷ୍ଣୁ ପ୍ରସାଦ ପଟ୍ଟନାୟକ । ଏନେଇ ଠକେଇର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ୱାରସ୍ଥ
Read More...

ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

ସମ୍ବଲପୁର : ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନାର ଏଏସ୍‌ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ଥିବା ୨ଟି ବକ୍ସ ନେଇଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।
Read More...

ଯୁକ୍ତ ୨ ବିଜ୍ଞାନରେ ଜେନିଥ ଛାତ୍ରଛାତ୍ରୀଙ୍କ ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁକ୍ତ ୨ ପରୀକ୍ଷାରେ କ୍ରମାଗତ ଭାବରେ ଶତ ପ୍ରତିଶତ ସଫଳତା ପାଇଁ ପଦ୍ମପୁର ଝାଙ୍କରପାଲି ସ୍ଥିତ ଜେନିଥ +୨ ସାଇନ୍ସ ମହାବିଦ୍ୟାଳୟ ପଶ୍ଚିମ ଓଡିଶାର ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଆସିଛି । ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ
Read More...

ସାବିତ୍ରୀ ଅମାବାସ୍ୟା ଛୁଟି ମେ ମାସ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ
Read More...

ଶତାୟୁ ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲାର ଶତାୟୁ ଧୋବେଇ ଚରଣ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଶିଷ୍ଟ କବି ତଥା ଶିକ୍ଷାବିତ ଡ.ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ
Read More...

ପୁଣି ବ୍ୟାପିଲାଣି କରୋନା : ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ପୁଣି ଦେଶରେ ପ୍ରତିଦିନ ବଢୁଛି କରୋନା ଲହର । କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା । ସର୍ବାଧିକ କେରଳରୁ ୧୮୨, ଦ୍ୱିତୀୟରେ ତାମିଲନାଡରୁ ୬୬ ଏବଂ
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ସଫଳତାର ସହିତ ଅନୁଷ୍ଠିତ : ଜିଲ୍ଲାର ବିକାଶ ନିମନ୍ତେ ସମନ୍ୱିତ ପ୍ରୟାସ ପାଇଁ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟକୁ ନଜରରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଆଜି ଜିଲ୍ଲା କିଲିଟାରୀ ସଭାକକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମାନ୍ୟବର
Read More...

ଗୋପାଳପୁର ସମୁଦ୍ରରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ : ବର୍ତ୍ତିଲେ ଚାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଜେ.ଟି. ନିକଟରେ ଗତ ମଙ୍ଗଳବାର ଭୋର ପ୍ରାୟ ସାଢେ ୫ଟା ସମୟରେ ମାଛ ମାରିବାକୁ ସମୁଦ୍ର ଭିତରକୁ କାତ ଡ଼ଙ୍ଗାରେ ୫ ଜଣ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ଥିବା ବେଳେ ଚାରି ଜଣ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ନିଖୋଜ ଥିବା
Read More...

ଏ ମାସ ଶେଷ ସୁଦ୍ଧା ମୌସୁମୀ ୨୭ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପାଗ ବଦଳିଛି । ପ୍ରାକ୍‌ ମୌସୁମୀ ପ୍ରଭାବରେ ଆଂଶିକ ମେଘୁଆ ପାଗ, ହାଲୁକା ପବନ, ଠାଏଠାଏ ହାଲୁକା ବର୍ଷା ହୋଇଛି । ଖସିଛି ତାତି । ପାଣିପାଗ ପୂର୍ବାନୁମାନ, ଦକ୍ଷିଣ-ପଶ୍ଚିମ ମୌସୁମୀର ବାଟ ଅନୁକୂଳ ରହିଛି । ୨-୩ ଦିନ ଭିତରେ ମୌସୁମୀ କେରଳ ଛୁଇଁବ । ଓଡ଼ିଶା ପାଇଁ ବଡ଼
Read More...

ସାରା ଭାରତରେ ଋଣ ଉତ୍ପାଦଗୁଡ଼ିକର ସହଜ ଉପଲବ୍ଧତା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଓ ଆଦିତ୍ୟ ବିର୍ଲା…

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଏକ ଉଦ୍ୟୋଗ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି) ଏବଂ ଭାରତର ଅଗ୍ରଣୀ ଆର୍ଥିକ ସେବା କମ୍ପାନୀ ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍ ('ଏବିସିଏଲ୍‌') ସାରା ଭାରତରେ ଋଣ ଉତ୍ପାଦଗୁଡ଼ିକର ପହଞ୍ଚ ଏବଂ ସୁଗମତାକୁ ବିସ୍ତାର କରିବା ପାଇଁ
Read More...