Daily Archives

୨୭ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୨୭ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତି ଦୁଇ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏପଟେ ବଦଳିଛି ରାଜ୍ୟରେ ପାଗର ମିଜାଜ ।
Read More...

୩୨ କେଜି ଗଞ୍ଜେଇ ସହ କାର ଜବତ : ୨ ଗିରଫ

ତୁଷୁରା, (ଖୁସିରାନୀ ସାହୁ) : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା– ଖଇରଗୁଡ଼ା ରାସ୍ତାରେ ଚଢାଉ କରି ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଧାରାଣୀ ପଡାର ଉମାକାନ୍ତ ସେଠ ଓ କଂସାରି ପଡାର ରତନ
Read More...

ସିବିଏସ୍‌ଇ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓମ ଭ୍ୟାଲି ସ୍କୁଲର ସଫଳତା : ସମ୍ବର୍ଦ୍ଧନା ଜଣାଇଲେ ସ୍କୁଲ ଚେୟାରମେନ ଦୀପକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମଧ୍ୟ ବହୁତ ଭଲ ମାର୍କ ରଖିଛନ୍ତି । ଗୁରୁବାର ସକାଳେ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲ ଠାରେ ଚିଫ୍‌ ଏଡଭାଇଜର ଡ. ରବିନ ଚନ୍ଦ୍ର ପରିମାଣିକଙ୍କ ସଭାପତିତ୍ୱରେ ଏକ
Read More...

ଜିଲ୍ଲାପାଳଙ୍କୁ ଦ୍ୱାରସ୍ଥ ହେଲେ ସମିତି ସଭ୍ୟସଭ୍ୟା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ସରପଞ୍ଚଙ୍କ ବିରୋଧରେ ଅନସ୍ତା ପାଇଁ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ସମିତି ସଭ୍ୟ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଂଚାୟତର ସରପଞ୍ଚ ପଦ୍ମା ଦୁରୁଆଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତାଙ୍କ
Read More...

୧୫ ଦିନ ଭିତରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଜିଲ୍ଲା କୋମନା ବ୍ଲକ ଧରମପୁର ଗାଁଠାରୁ ହାତୀସରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ସେତୁ ନିର୍ମାଣ କରାଯାଇଛି । ରାସ୍ତା ନିର୍ମାଣ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାରୁ ଚାଷୀମାନେ ମଙ୍ଗଳବାର
Read More...

ଫେରିଲା କରୋନା : ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ
Read More...

ବୈଜ୍ଞାନିକ ହୋଇ ଦେଶର ସେବା କରିବା ପାଇଁ ସଂକଳ୍ପ ବଦ୍ଧ ସ୍ୱାଧୀନ

ବାରିପଦା, (ଦେବସ୍ମିତ ଚୌଧୁରୀ) : କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଖଲାଡି ଗ୍ରାମରେ ସାମାଜିକ କର୍ମୀ ଗଦାଧର ବେହେରା ଓ ଶିକ୍ଷୟତ୍ରୀ ମମତାରାଣୀ ପୃଷ୍ଟିଙ୍କ ପୁତ୍ର ସ୍ୱାଧୀନ ୨୦୦୧ ମସିହାରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ,
Read More...

ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲପାଳ ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିଥିଲେ । ଓଏଏସ ଅଫିସର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଠିକ୍ ସମୟରେ
Read More...

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭିତ୍ତିପ୍ରସ୍ତର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଧାନ୍ଦୁପାଲି, ଘେଁସରା, ସରେଇକେଲା ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତହ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ପ୍ରାୟ ୧୧ କୋଟିର ରାସ୍ତା କାମ ଆରମ୍ଭ କରାଯିବ । ସୋଢା ଧାନ୍ଦୁପାଲି ରାସ୍ତା ବାଦିକଟା ଘେଁସରା
Read More...

ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ମାରିଥିବା କହିଛନ୍ତି…

ନିହତ ହୋଇଥିବା ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସି. ପି. ଆଇ.-ମାଓବାଦୀ ସାଧାରଣ ସମ୍ପାଦକ, ସର୍ବୋଚ୍ଚ ନେତା ତଥା ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁତିନି ଦଶନ୍ଧି ଧରି ଚାଲିଥିବା ଭାରତର ନକ୍ସଲବାଦ ବିରୋଧୀ ଲଢ଼େଇରେ ପ୍ରଥମ ଥର ପାଇଁ ଆମ ସେନା
Read More...