Daily Archives

ରାଜ୍ୟ ଚାମ୍ପିଅନସିପ୍‌ରେ ଧରପଗଡ଼ ଛାତ୍ରୀଛାତ୍ରୀଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ସଇଁତଲା (ଖୁସିରାନି ସାହୁ) : ସଇଁତଲା ବ୍ଳକ ଧରପଗଡ଼ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାୟଗଡା ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟରେ ଚାଲିଥିବା ରାଜ୍ୟ ଥାଙ୍ଗ-ଟା, ମୁଇଥାଇ ଓ ବ୍ୟାୟାମ ପ୍ରତିଯୋଗିତାରେ ବାଜିମାରିଛନ୍ତି । ଏଥିରେ ଛାତ୍ରଛାତ୍ରୀମାନେ ୨୪ଟି
Read More...

ବିଜୁ ପଟ୍ଟନାୟକ ଟାଉନ ହଲଠାରେ ମାହେଶ୍ୱରୀ ନର୍ସିଙ୍ଗ କଲେଜର ବାର୍ଷିକ ଉତ୍ସବ

ବରଗଡ, (ମୁନ୍ନା ସାହୁ) : ସୋମବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମାହେଶ୍ୱରୀ ନର୍ସିଙ୍ଗ କଲେଜର ବାର୍ଷିକ ଉତ୍ସବ ଓ ଅନ୍ତର୍ଜାତୀୟ ନର୍ସ ଡେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାଇସ କାଉନସିଲର ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ
Read More...

ନାଳ ଉପରୁ ଜବରଦଖଲ ଉଚ୍ଛେଦ : କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ

କଣ୍ଟାବାଞ୍ଜି : ବିଗତ କେତେ ବର୍ଷ ଧରି ଶାସ୍ତ୍ରୀ ଛକଠୁ ପୁରୁଣା ବସ୍ତି ପର୍ଯ୍ୟନ୍ତ କାଠ ଓ ଟିଣରେ ନିର୍ମିତ ଡବା ଗୁଡିକ ନାଳ ଉପରେ ପକେଇ ଲୋକମନେ ବ୍ୟବସାୟ କରିଆସୁଥିଲେ । ହେଲେ ଏହି ଡବା ଗୁଡିକ ନାଳ ଉପରେ ରହିଥିବାରୁ ତାହା ସଫା ହୋଇ ପାରୁନଥିଲା । ନାଳକୁ ଲାଗିକି ସରକାରୀ ଏମି ସ୍କୁଲ
Read More...

ପଥରଚେପା ଓଏଭି ଛାତ୍ରଛାତ୍ରୀଙ୍କ ବାଜିମାତ

ମାଟ୍ରିକରେ ପିୟୂଷ, ଯୁକ୍ତ ୨ ବିଜ୍ଞାନରେ ସୁଚିସ୍ମିତା ଏବଂ ବାଣିଜ୍ୟରେ ସ୍ମୃତିଶିଖା ଟସ୍ପର ବଲାଙ୍ଗିର : ସିବିଏସଇ ମାଟ୍ରିକ ଓ ଯୁକ୍ତ ପରୀକ୍ଷା ଫଳାଫଳରେ ପଥରଚେପାସ୍ଥିତ ଓଏଭିର ଛାତ୍ରଛାତ୍ରୀମାନେ ବାଜି ମାରିଛନ୍ତି। ମାଟ୍ରିକରେ ୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ୯୫
Read More...

କାଳ ବୈଶାଖୀର ତାଣ୍ଡବଲୀଳା ଗଛପଡ଼ି ଭାଙ୍ଗିଲା ଘର

ଭୋଗରାଇ, (ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନ ନୟାପାଲି ଗ୍ରାମରେ ଗତ କାଲି (ସୋମବାର) ସଂଧ୍ୟା ସମୟରେ ଅଚାନକ ପବନ ସହିତ ପ୍ରବଳ ବର୍ଷା ହେବା ଫଳରେ ମୃତ୍ୟୁଞ୍ଜୟ ଦେଙ୍କ ଘର ଉପରେ ପଡ଼ୋଶୀଙ୍କ ଗଛ ପଡ଼ି ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଖବର
Read More...

ସିବିଏସ୍‌ଇ ଦଶମ ଶ୍ରେଣୀର ବୋର୍ଡରେ ବଲାଙ୍ଗିର ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲର ଶତ ପ୍ରତିଶତ ରେଜଲ୍ଟ

ବଲାଙ୍ଗିର (କେପିଏନ୍‌ଏସ୍‌) : ଇତି ମଧ୍ୟରେ ସିବିଏସ୍‌ଇ ଦଶମ ଶ୍ରେଣୀର ବୋର୍ଡର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ବାଜିମାତା କରିଛନ୍ତି ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ବିଧ୍ୟାଳୟର ପାସ୍‌ହାର ଶତପ୍ରତିଶତ ରହିଥିବା ବେଳେ ବିଧ୍ୟାଳୟର ୧୧ ଛାତ୍ରଛାତ୍ରୀ ୯୦ %ରୁ ଅଧିକ
Read More...

ସିବିଏସଇ ମାଟ୍ରିକ ଓ ଯୁକ୍ତ ୨ପରୀକ୍ଷାରେ ଆଇଡିଏମ୍ ପବ୍ଳିକ ସ୍କୁଲର ସଫଳତା

ବଲାଙ୍ଗିର : ସିବିଏସଇ ମାଟ୍ରିକ ଓ ଯୁକ୍ତ ୨ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ଯେଉଁଥିରେ ବଲାଙ୍ଗିର ଆଇଡିଏମ ପବ୍ଲିକ ସ୍କୁଲର ରେଜଲ୍ଡ ଭଲ ହୋଇଛି। ଉଭୟ ମାଟ୍ରିକ ଓ ଯୁକ୍ତ ୨ରେ ପାହାର ଶତପ୍ରତିଶତ ରହିଛି ଯୁକ୍ତ ୨ବିଜ୍ଞାନରେ ସମୁଦାୟ ୭୮ଜଣ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୧୨ଜଣ
Read More...

ସିବିଏସଇ ମାଟିକ୍ର ପରୀକ୍ଷାଫଳରେ ସେମ୍‌ଫୋଡର଼୍ ପ୍ୟୁଚରିଷ୍ଟିକ୍‌ ସ୍କୁଲର ଆଦ୍ୟାଶା ଭୁୟାଁ ୯୭.୨% ମାର୍କ ରଖି ସ୍କୁଲ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସଇ ମାଟିକ୍ର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ସେମ୍‌ଫୋଡର଼୍ ପ୍ୟୁଚରିଷ୍ଟିକ୍‌ ସ୍କୁଲର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି । ସ୍କୁଲର ଆଦ୍ୟାଶା ଭୁୟାଁ ନାମକ ଜଣେ ଛାତ୍ରୀ ୯୭.୨% ମାର୍କ ରଖି ଟପ୍ପର ହୋଇଥିବା ବେଳେ ଆର୍ଯ୍ୟାମାନ ପୁରୋହିତ,
Read More...

ଡିଏଭି କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲର ପରିବେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଛାତ୍ରଛାତ୍ରୀମାନେ +୨ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟର ଗୌରବକୁ ଦ୍ୱିଗୁଣିତ କରିଛନ୍ତି । ଦଶମରେ ଅନୁରାଧା ପାନା ଡ଼ା-୯୮.୪, ସ୍ମୃତି ସ୍ନିଗ୍ଧା ସାହୁ -୯୭.୨, ଆୟୁଷ
Read More...

କପିଲାଭଟାରେ ୮ତମ ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ବରଗଛ ପଡାରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଅଷ୍ଟମ ତମ ଶ୍ରୀ ଶ୍ରୀ ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାଁ ସାହାଜି କଟେନ ପୀଠ ପୋଖରୀ ରୁ କଳସ ଆଣି ପୂଜା ସ୍ଥଳରେ ସ୍ଥାପନ
Read More...