Daily Archives

ଡିସେମ୍ବର୧୫ରେ ନିର୍ଝରିଣୀର ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ଜି. ଆର. ପେଲେସରେ ଅନୁଷ୍ଠିତ ହେବ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସୂଚନା ଦେଇଛନ୍ତି ଯେ,
Read More...

ଓଡ଼ିଶା ଟୁଡ଼େ ଇଂରାଜୀ ପତ୍ରିକାର ୨୦ତମ ବାର୍ଷିକ ଉତ୍ସବ ସମାରୋହରେ ବେଷ୍ଟ ସରପଞ୍ଚ ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭୁବେନେଶ୍ୱର ଗୀତ ଗୋବିନ୍ଦ ସଦନ ପରିସରରେ ଓଡିଶା ଟୁଡ଼େ ଇଂରାଜୀ ପତ୍ରିକାର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟର ବେଷ୍ଟ ସରପଞ୍ଚ ଭାବେ ସମ୍ବର୍ଦ୍ଧିତ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ଯୋଶୀ । ଏଥିରେ ରାଜ୍ୟର
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାମଜୀ ଯୁବକ ସଂଘ ତଥା ସୁଶ୍ରୀ ନର୍ସିଂ କଲେଜର ମିଳିତ ସହଯୋଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ଦୌରା ଜର୍ଜ ଡ. ପବିତ୍ର ମୋହନ ସାମଲ,
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚର ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜାଖମନ ସ୍ଥିତ କଦଳୀମୁଣ୍ଡା ଫରେଷ୍ଟ ନର୍ସରିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚର ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚ୍‌ର ବହୁ ପୁରାତନ ଛାତ୍ର ଯୋଗଦେଇଥିବା
Read More...

ମହିଳା ହିଂସା ବିରୁଦ୍ଧରେ ଦୃଢ଼ ପ୍ରୟାସ ମୂଳକ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଛତ୍ରପୁରସ୍ଥ ଜଉଗଡ ସମ୍ମିଳନୀ କକ୍ଷରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ୧୬ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଭାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ
Read More...

ସହରାଞ୍ଚଳ ନିବେଶରେ ୧୬ ଗୁଣ ବୃଦ୍ଧି; ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦିଗରେ ସରକାରଙ୍କ ପ୍ରଚେଷ୍ଟା ଜାରି

ସହରୀକରଣର ଦ୍ରୁତ ହାର ସହରାଞ୍ଚଳ ବିକାଶକୁ ଭାରତର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆରେ ପରିଣତ କରିଛି : ଶ୍ରୀ ମନୋହର ଲାଲ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସହରାଞ୍ଚଳ
Read More...

ଡିସେମ୍ବର ୧୧ରୁ ଆରମ୍ଭ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ

• ଚଳିତ ବର୍ଷ ଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହ୍ୟାକାଥନରେ ୧୫୦% ବୃଦ୍ଧି ରେକର୍ଡ କରାଯାଇଛି, ଫଳରେ ଏହା ବର୍ତ୍ତମାନସୁଦ୍ଧା ସର୍ବବୃହତ ସଂସ୍କରଣ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍)ର ସପ୍ତମ ସଂସ୍କରଣ ୧୧ ଡିସେମ୍ବର ୨୦୨୪ରୁ ଦେଶର ୫୧ଟି
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା ୧୦ ଡିସେମ୍ବର ୨୦୨୪ ରିଖ ମଙ୍ଗଳବାରରେ ଅନୁଷ୍ଠିତ
Read More...

ପିଆଇବି ଭୁବନେଶ୍ୱର ପକ୍ଷରୁ ୱେଭ୍ସ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜକୁ ନେଇ ସଚେତନତା କାର୍ଯ୍ୟକ୍ରମ

● ଭାରତ ସମେତ ସାରା ବିଶ୍ୱରେ ମନୋରଞ୍ଜନ, ଆନିମେସନ ଏବଂ ଗେମିଂ ଭଳି ଶିଳ୍ପର ବିସ୍ତାର ହେଉଛି : ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ● ସୃଜନଶୀଳତା କ୍ଷେତ୍ରରେ ଭାରତକୁ ପ୍ରତିଷ୍ଠିତ କରିବା ୱେଭ୍ସ ଓ କ୍ରିଏଟ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ : ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଭୁବନେଶ୍ୱର,
Read More...

ବରିଷ୍ଠ ସାମ୍ୱାଦିକ ଡିଗ୍ରୀଧର ସାହୁଙ୍କ ଆଶୁ ଆରୋଗ୍ୟ କାମନା କଲେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ଡିଗ୍ରୀଧର ସାହୁଙ୍କ ଗତ ୮ ତାରିଖ ରବିବାର ଦିନ ସକାଳ ସମୟରେ ପାଇକମାଲ ଧାନ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ସାଇକେଲ ଯୋଗେ
Read More...