Daily Archives

୩ ଦାଦନ ଶ୍ରମିକ ସହ ସର୍ଦ୍ଦାର ଗିରଫ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ସକାଳୁ ସକାଳୁ ବେଲପଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଲପଡା ବ୍ଲକ ଝାରଫଟାମୁଣ୍ଡା ଗାଁ ଠାରୁ ୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏଥିରେ ଜଣେ ପୁରୁଷ ଥିବାବେଳେ ଜଣେ ମହିଳା ଓ ଜଣେ ଝିଅ ଥିବା ସୂଚନା ମିଳିଛି । ତା'ସହ ଦାଦନ ସର୍ଦ୍ଦାର କାନ୍ତ
Read More...

ଉତ୍ତରାଖଣ୍ଡର ମସୁରୀ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ)ର ୯୯ତମ ଫାଉଣ୍ଡେସନ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁଯାୟୀ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସରକାରୀ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି• "ଚିନ୍ତା" ପରିବର୍ତ୍ତେ "ଚିନ୍ତନ" ମାଧ୍ୟମରେ ଏବଂ "ବ୍ୟଥା" ପରିବର୍ତ୍ତେ "ବ୍ୟବସ୍ଥା" ସ୍ଥାପନ କରି ସମସ୍ୟାର ଅଧିକ
Read More...

ଖୋଲା ବଜାରରେ ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା (ଘରୋଇ) (ଓଏମ୍ଏସ୍ଏସ୍ (ଡି)) ୨୦୨୪…

• ଇ-ନିଲାମ ପାଇଁ ୨୫ ଏଲଏମଟି ଗହମ ବଜାରକୁ ଛାଡିବ ଭାରତୀୟ ଖାଦ୍ୟ ନିଗମ ନୂଆଦିଲ୍ଲୀ, (ପିଆଇବି) : ଖୋଲା ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖୋଲା ବଜାରରେ ଗହମର ମୂଲ୍ୟକୁ ହ୍ରାସ କରିବା ଲାଗି ଅଟା ମିଲ୍ସ/ଗହମ ସାମଗ୍ରୀ ଉତ୍ପାଦନକାରୀ/
Read More...

ଓଡ଼ିଶାରେ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନାର କାର୍ଯ୍ୟକାରିତା

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ୨୦୧୫ - ୧୬ ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଳ, ସାତପଡ଼ା ଓ ତାମ୍ପଡ଼ା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୭୦ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରିଛି । ସେହିପରି ପ୍ରସାଦ ଯୋଜନାରେ ପୁରୀରେ
Read More...

କୃଷକମାନଙ୍କୁ ସବୁ ପରିସ୍ଥିତିରେ ଉନ୍ନତ ମାନର ସାର, ବିହନ ଏବଂ କୀଟନାଶକ ମିଳିବା ଉଚିତ୍ – ଶିବରାଜ ସିଂ ଚୌହାନ

• ନକଲି ସାର, ବିହନ ଓ କୀଟନାଶକ ମାମଲାରେ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ, ରାଜ୍ୟ ସରକାର ଏଥିପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବା ଆବଶ୍ୟକ - ଶ୍ରୀ ଚୌହାନ• କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆମେ କୃଷକମାନଙ୍କ ଅଭିଯୋଗ ଉପରେ ନୀରବ ଦର୍ଶକ ହୋଇ ରହିପାରିବୁ ନାହିଁ• କୃଷକଙ୍କ
Read More...

ଆଇଏଫ୍‌ଏଫ୍‌ଆଇରେ ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’କୁ ମିଳିଲା ସ୍ୱର୍ଣ୍ଣ ମୟୂର ପୁରସ୍କାର

‘ଟକ୍ସିକ’ ପାଇଁ ଭେଷ୍ଟା ମାଟୁଲିଟେ ଏବଂ ଇଭା ରୁପେଇକେଟ୍ ମିଳିତ ଭାବେ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଭାରତୀୟ ଅନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ଗୋଆରେ ବହୁ ପ୍ରତୀକ୍ଷିତ ପୁରସ୍କାର ଘୋଷଣା କରାଯାଇଛି । ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ ୭୫ତମ ସମ୍ବିଧାନ ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କଟକର
Read More...

ଆଇ.ଆର.ଇ.ଏଲ୍. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ “ଭାଗ୍ୟରେ ଲେଖିଛି କପାଳ ଲିଖନ”…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ "ଭାଗ୍ୟରେ ଲେଖିଛି କପାଳ ଲିଖନ" ମଞ୍ଚସ୍ଥ ହୋଇଯାଇଛି । ଆଇ.ଆର.ଇ.ଏଲ. ପ୍ରତିଷ୍ଠାନର ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟି
Read More...

ଓଡ଼ିଶାରେ ସଂସ୍କୃତି ମନ୍ତ୍ରଣାଳୟର ପଦକ୍ଷେପ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜାତୀୟ ପାଠାଗାର ମିଶନ ଜରିଆରେ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର କରିଛି । ଓଡ଼ିଶାର ରତ୍ନଗିରି, ଲଳିତଗିରି ଏବଂ କୋଣାର୍କ ଠାରେ ଭାରତୀୟ
Read More...

ଶିଶୁ ଖାଦ୍ୟ “ଛତୁଆ” ଫିଙ୍ଗା ଘଟଣାର ରହସ୍ୟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଶିଶୁ ଖାଦ୍ୟ "ଛତୁଆ" ଏହାକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନା ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇ ପ୍ରଥମରୁ ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଇଥାଏ । କିନ୍ତୁ ଏକ ବିପରୀତ ଘଟଣା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ
Read More...