Daily Archives

ଏ.ବି.ଭି.ପି. ବୁଗୁଡ଼ା ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳି ଉତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ରାଜସ୍ୱ ଜିଲ୍ଲା ଅଧିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି.) ଘୁମୁସର ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ବୁଗୁଡ଼ା ବ୍ଲକ ଅନ୍ତର୍ଗତ କାନସୁକା ଗ୍ରାମରେ ଛୋଟ ଛୋଟ
Read More...

ପୁରୁଷୋତ୍ତମ ଏକ୍ସପ୍ରେସର ଟ୍ରେନ୍ ଏସ୍‌-୨ ସ୍ଲିପର କୋଚର ଏକ ସିଟ ତଳୁ ୧୫୦ଟି ଜୀବନ୍ତ ଗୁଳି ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୀ ରେଲୱେ ଷ୍ଟେସନରୁ ୧୨୮୦୨ ପୁରୁଷୋତ୍ତମ ଏକ୍ସପ୍ରେସର ଟ୍ରେନରେ ଏସ୍‌-୨ ସ୍ଲିପର କୋଚର ଏକ ସିଟ ତଳୁ ଗତକାଲି ୧୫୦ଟି ଜୀବନ୍ତ ଗୁଳିଜବତ ହୋଇଛି । ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆର୍‌ପିଏଫ୍‌ ଯାଞ୍ଚ କରିବା ସମୟରେ ତା’
Read More...

ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମୁରିବାହାଲ, ହଳଦୀ, ପୁଡ଼ାପାଲି(କରାଡୁଙ୍ଗୁରୀ), ଡଙ୍ଗରପଡ଼ା(କୋକଡୁଙ୍ଗୁରୀ), ଚଳକୀ, ଗଁରେଇ,
Read More...

ମାଓକ୍ୟାମ୍ପ ଠାବ : ବିସ୍ପୋରକ ସାମଗ୍ରୀ ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଓ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ଦ୍ୱାରା ସର୍ଚ୍ଚ ଅପ୍‌ରେସନ୍‌ ଚାଲିଥିବା ବେଳେ ପାଟଧରା ସଂରକ୍ଷିତ ଜଙ୍ଗଲରୁ ଭଇଁଷମୁଣ୍ଡି ଏବଂ ବାହାଦୁରପାଣି ଗାଁ ନିକଟରୁ ଏକ ମାଓକ୍ୟାମ୍ପ ଠାବ ହୋଇଥିବା
Read More...

ବଲାଙ୍ଗିର ଜିଲ୍ଲାବାସୀଙ୍କ ପାଇଁ ଦୀପାବଳି ଭେଟି : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ବଲାଙ୍ଗିର ଜିଲ୍ଲା ପାଇଁ ଖୁସିର ଖବର । ଅଣ ଜଳସେଚିତ ଜିଲ୍ଲାକୁ ଜଳସେଚନ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଲପଡା ହାଇସ୍କୁଲ ଖେଳ ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳିରେ ନରସିଂହ

ଡଙ୍ଗାଚାଳନା, ଭୀମ ଣ୍ଟାର ଉନ୍ନତିକରଣ ଓ ପାର୍କର ଅବ୍ୟବସ୍ଥାକୁ ନେଇ ଲୋକେ କଲେ ଅଭିଯୋଗଭୀମଡୁଙ୍ଗୁରୀର ବିନାଶ ପାଇଁ ଚକ୍ରାନ୍ତ କରୁଛନ୍ତି କୁଚକ୍ରି - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ସଂଘର୍ଷ ପରେ ଭୀମଡୁଙ୍ଗୁରୀକୁ ଏକ ପର୍ଯ୍ୟଟନ ସ୍ଥଳି ମାନ୍ୟତା ମିଳିଥିଲା । ଏଠାରେ ଥିବା
Read More...

ବଲାଙ୍ଗିର ଦିନ୍ ଆଲୋଚନା ଚକ୍ର ‘ମୋର ବଲାଙ୍ଗିର’

ଶିକ୍ଷା ବିକାଶ ହିଁ ମୋର ବଲାଙ୍ଗିରକୁ ବିକଶିତ କରିବ- ନରସିଂହରାଜତନ୍ତ୍ରରେ ମୌଳିକ ଅଧିକାର ବୋଲି କିଛି ନଥିଲା - ଐତିହାସିକ ଶିବ ନନ୍ଦସଂସ୍କୃତି ଓ ସାମାଜିକ ସ୍ତରରେ ଇତିହାସ ସମୃଦ୍ଧ କିନ୍ତୁ ବଲାଙ୍ଗିରରେ ବୀରତ୍ୱର ଇତିହାସ ନାହିଁ - ମନୋରଂଜନରତ୍ନ ଗର୍ଭା ପର୍ବତମାଳା ଉପରେ ଦାନବ ମାନଙ୍କ
Read More...

ମାଁ ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୂଜାନୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁଗଳି ଛକ ସ୍ଥିତ ମାଁ ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୀଠରେ ମହାସମାରୋହରେ ମାଁ କାଳୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୩୧ରୁ କଳସ ଯାତ୍ରା ସହ ମଧ୍ୟ ରାତ୍ର ଠାରୁ ମା'ଙ୍କର ଯଥା ରୀତି ପୂଜନୋତ୍ସବ ଆରମ୍ଭ ହୋଇଯାଇଛି । ଗତ କାଲି
Read More...

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଛିନ୍ଦେଇକେଲାରେ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ ବିଦ୍ୟାଳୟ କ୍ରିକେଟ୍‌ ଚାମ୍ପିୟନ୍‌ସିପ୍‌ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍‌ ଠାରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ
Read More...

ପଦ୍ମପୁରରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହନୁମାନପଡା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣର କାଳୀ ମଣ୍ଡପରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଗତ ୩୧ ଅକ୍ଟୋବର ସନ୍ଧ୍ୟାରେ ମା'ଙ୍କ ଅଧିବାସ ଅବସରରେ ଖଣ୍ଡଧୁଆ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି
Read More...