Daily Archives

କରୁଆଁଝର ଗଜଲକ୍ଷ୍ମୀ ପୂଜାର ଶୁଭସ୍ତମ୍ଭ ସ୍ଥାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଁଝର ଗାଁରେ ୧୪ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କର୍ତ୍ତା ଭାବେ ଶ୍ରୀମତୀ ରଞ୍ଜୁ ଭୋଇ, ଅନ୍ତର୍ଯ୍ୟାମୀ ଭୋଇ ଏବଂ ପ୍ରହରୀ କର୍ତ୍ତା ଭାବେ ସୁରୁବାଲି ଭୋଇ, ଗୋବିନ୍ଦ ଭୋଇ ଦାୟିତ୍ଵ
Read More...

ଚାଷୀଙ୍କୁ ଦଶହରାର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏମ୍‌ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଅବସରରେ ୯ କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଏହି ଅବସରରେ ବଲାଙ୍ଗିରରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ
Read More...

ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଘେଁସ ବନାଞ୍ଚଳ ଅଫିସ ଆନୁକୁଲ୍ୟରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନବିଭାଗ ତରଫରୁ
Read More...

ବରିଷ୍ଠ ନାଗରିକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଷ୍ଟାଡିୟମ୍ ସ୍ଥିତ ନୂତନ ଡବ୍ଲୁଓଡିସି ପାବିଲିଅନ୍‌ରେ ବରିଷ୍ଠ ନାଗରିକ ଦିବସ ୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର
Read More...

ଦୁର୍ଗାପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ,
Read More...

ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡିକୁ ପୁଣି ଅଣ୍ଡା ମାଡ଼

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡି ଉପରକୁ ପୁଣି ଅଣ୍ଡା ମାଡ଼ ହୋଇଛି । ଗୋଲାମୁଣ୍ଡା ସର୍ବ ମଙ୍ଗଳା ଡିଗ୍ରୀ କଲେଜ ନୂତନ କୋଠା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କେତେକ ଯୁବକ କଳା ପତାକା
Read More...

କଳିଙ୍ଗ ଷ୍ଟାଡିୟମ୍ ଠାରେ ଉଦ୍‌ଯାପିତ ହେଲା ଦ୍ୱିତୀୟ ଅନ୍ତଃଜିଲ୍ଲା ଲନ ବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଅନ୍ତଃଜିଲ୍ଲା ଲନ ବଲ ପ୍ରତିଯୋଗିତାରେ ଜେଏସଏମ ଆର୍ଟସ୍, ସାଇନ୍ସ ଏଣ୍ଡ କମର୍ସ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ୧୨ଟି ଜିଲ୍ଲାର ଚାମ୍ପିଅନସିପରେ ମୋଟ ୧୯୨ ଛାତ୍ରଛାତ୍ରୀ ଖେଳରେ ଅଂଶଗ୍ରହଣ କରିଥିଲେ । ଜେଏସ୍ଏମ୍ ବଲାଙ୍ଗିର ଅବଶିଷ୍ଟ
Read More...

ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ପୁରସ୍କୃତ ହେଲେ କାହ୍ନା ଶତପଥି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ଜଙ୍ଗଲ ଓ ପରବେଶ ବିଭାଗ ଦ୍ୱାରା ବଲାଙ୍ଗିର ଜଣାଶୁଣା ପ୍ରାଣୀ ସଂରକ୍ଷକ କାହ୍ନା ଶତପଥିଙ୍କୁ ବିଜୁବନ୍ୟ ପ୍ରାଣୀ ସଂରକ୍ଷକ ଭାବେ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଶ୍ରୀ
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସ୍ଥିତ ନୂତନ ଡ଼ବ୍ଲୁଓଡିସି ପାବିଲିଅନ ଠାରେ ବରିଷ୍ଠ ନାଗରିକ ଦିବସ ୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି
Read More...

ବଲାଙ୍ଗିର ସଦର ବ୍ଲକର ଶତାୟୁ ମଣିଷ ଚେୟାରମେନ ଶବର ଓ ସୁଦର୍ଶନ ଭୁଏ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ସାଂପ୍ରତିକ ସମାଜରେ ଏବେ ଶତାୟୁ ମଣିଷଙ୍କ ସଂଖ୍ୟା ଖୁବ୍‌ କମ । ବଲାଙ୍ଗିର ସଦର ବ୍ଲକର ଭୁଣ୍ଡିମୁହାଣ ଓ କର୍ଲାପିଟାରେ ଅଛନ୍ତି ଏମିତି ୨ ଜଣ ଶତାୟୁ ମଣିଷ, ଜଣେ ହେଲେ ଚେୟାରମେନ ଶବର ଏବଂ ଅନ୍ୟ ଜଣେ ସୁଦର୍ଶନ ଭୁଏ । ଚେୟାରମେନ ଶବର ୧୦୭ ବର୍ଷ ବୟସର ହୋଇଥିବା
Read More...