shyamal
Daily Archives

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଗଁରେଇ ଡ.ବି. ଆର୍‌. ଆମ୍ବେଦକର ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନୂତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ବାଗଙ୍କ ସଭାପତିତ୍ୱରେ ଅବସର ଗ୍ରହଣ କରିଥିବା
Read More...

କେସିଙ୍ଗା ବ୍ଲକର ୩ ଖଣ୍ଡ ଗାଁରେ ନୂଆଁଖାଇ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆଗୁଆ ଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପଥର୍ଲା, ବହାଦୁରପଦର ଓ ପଲକାପଡା ଗ୍ରାମରେ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ସର୍ବପ୍ରଥମେ
Read More...

ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ
Read More...

ବିଲକୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣିପାରନ୍ତି ନାହିଁ । କିଏ ମେଡିକାଲରେ ତ' କିଏ ଘରେ ଜୀବନ ହରାନ୍ତି । ଜଣେ ଚାଷୀ ନିଜ ବିଲକୁ କାମ କରିବାକୁ ଯାଇ ଜୀବନ ହାରିଥିବା ଭଳି ଦୁଖଃଦ ଖବର ସାମ୍ନାକୁ ଆସିଛି । ଘଟଣାଟି ଘଟିଛି
Read More...

ଅଭିଯୋଗର ୨ ଦିନ ଭିତରେ ଲୁଟ୍‌ର ପର୍ଦାଫାଶ କଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଲାଠୋରରୁ ବୁଢାଛାପର ଯିବା ରାସ୍ତାରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬୦୦୦ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା
Read More...

ନୂଆଖାଇ ପାଇଁ ନୃସିଂହନାଥ ପୀଠକୁ ଝିଟିକିରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ
Read More...

ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ଅନୁସୂଚିତ ଜାତି-ଜନଜାତିଙ୍କ ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା
Read More...

କଇଁଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୪ ଗିରଫ

ମାଲକାନଗିରି : ସାର ଗାଡ଼ିରେ କଇଁଛ ଚାଲାଣ ହେଉଥିବା ବେଳେ ଜବତ କଲା ମାଲକାନଗିରି ବନବିଭାଗ । ଆନ୍ଧ୍ରପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ଏହି ସବୁ କଇଁଛ ମାଲକାନଗିରି ଚାଲାଣ ହେଉଥିବା ବେଳେ ମୋଟୁ ବନ ଅଧିକାରୀ ୫ ଶହ କଇଁଛ ଜବତ କରିଛି । କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବନ
Read More...

ସ୍ଥାୟୀ ନିଯୁକ୍ତି ଦାବୀ ସପ୍ତାହ ବ୍ୟାପୀ ଯାଇଥିବା ବେଳେ ଗଣଧାରଣା ଉଗ୍ର ରୂପ ଧାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କିମି ଦୂରରେ ରହିଛି, ଗୋପାଳପୁର ପୋର୍ଟ ଏବଂ ଏଠାରୁ ଆଉ ୨ କିମି ଦୂରରେ ରହିଛି ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ଯାହା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଗଢିଉଠିଛି । ହେଲେ ଏହି ୨ ପ୍ରତିଷ୍ଠାନରେ
Read More...

ପୁତୁରା ନେଇଗଲା ମାଁ ଭଳି ପିଉସୀର ଜୀବନ

ବେତନଟୀ : ବେତନଟୀ ଥାନା ଦହିକୋଟି ଗ୍ରାମରେ ଆଜି ଅପରାହ୍ନରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଲୋମହର୍ଷଣକାରୀ ହାତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଭଉଣୀ ଚାରୁଲତା ମିଶ୍ର (୬୪) ।
Read More...