Daily Archives

ବୌଦ୍ଧ ବ୍ରିଜ ଛକରୁ ଗଞ୍ଜେଇ ଜବତ କଲା ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ପ୍ରାୟ ପ୍ରତିଦିନ ଧରା ପଡ଼ୁଛନ୍ତି ଗଞ୍ଜେଇ ଚାଲାଣକାରୀ । ସେଇ କ୍ରମରେ ଆଜି ବହିରାରୁ ଚାରିଛକକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଅବକାରୀ ଅଧିକ୍ଷକ ଶାନ୍ତି
Read More...

ମ୍ୟୁଜିକ ସର୍କଲରେ ପ୍ରଥମ ରଜ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ତରଫରୁ ପ୍ରଥମ କରି ରଜ ଉତ୍ସବ ନିଜସ୍ୱ ମେହେର ଭବନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ
Read More...

ବାସନ୍ଦ ଭୟରେ ଉଠିଲାନି ଶବ : ସ୍ୱେଚ୍ଛାସେବୀ ସଂଗଠନ କଲେ ଦାହ ସଂସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଯୁଗରେ ମଧ୍ୟ ଜାତି ଭେଦଭାବରୁ ଦୂରେଇ ନାହାନ୍ତି ଲୋକେ । ଆଜି ମଧ୍ୟ ଜାତିକୁ ନେଇ ବାସନ୍ଦ କରିବା ଭଳି କଠୋର ପଦକ୍ଷେପ ସମାଜରେ ଦେଖିବାକୁ ମିଳୁଛି । ପୁଣି ଏଭଳି ଏକ ଦୃଶ୍ୟ ଆଜି ଦେଖିବାବୁ ମିଳିଥିଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ
Read More...

ପ୍ରୟାତ ମୁରଲୀଧର ପରିଜାଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥିତଯଶା ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲୀଧର ପରିଜାଙ୍କ ଷଷ୍ଠତମ ସ୍ମୃତିଚାରଣ ସଭା ମୁରଲୀଧର ପରିଜା ସ୍ମୃତି କମିଟି ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ ସଭାପତିସ୍ୱ ଓ ସଂଯୋଜନା ତଥା
Read More...

କର୍କଟ ରୋଗ ସମ୍ପର୍କିତ ସଚେତନତା ଶିବିର

କର୍କଟ ରୋଗର କାରଣ ଓ ନିରାକରଣ ଉପରେ ସଚେତନ କଲେ ବିଶେଷଜ୍ଞ ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଂପ୍ରତିକ ସମୟରେ କର୍କଟ ରୋଗ ଏକ ଉତ୍କଟ ବ୍ୟାଧି ରୂପେ ମଣିଷ ସମାଜକୁ ଭୟଗ୍ରସ୍ତ କରିଥିବା ବେଳେ ଅନେକ ମୂଲ୍ୟବାନ ଜୀବନ କାଳରେ ଝଡିପଡୁଛି । ଏହାର କାରଣ ପରିବର୍ତ୍ତିତ ଜୀବନ ଶୈଳୀ, ପରିବେଶ,
Read More...

ବରଗଡ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଲା ଏକାଡେମିକ୍ ଉତ୍କର୍ଷ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ବରଗଡ ଜିଲ୍ଲାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମିଳିଛି ଏକାଡେମୀକ ଉତ୍କର୍ଷ ପୁରସ୍କାର । ନବୋଦୟ ବିଦ୍ୟାଳୟ ସମିତି, ଭୋପାଳ କ୍ଷେତ୍ରୀୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଅଧ୍ୟକ୍ଷ କର୍ମଶାଳାରେ ପାଇକମାଲ ଜବାହର ନବୋଦୟ
Read More...

ବାଲିଗୁଡାରେ ବିଦ୍ୟୁତ୍‌ର ଲୁଚକାଳି ଖେଳ : ସପ୍ତାହ ହେଲା ଅନ୍ଧାରରେ ଅଧିକାଂଶ ଗ୍ରାମାଞ୍ଚଳ ଉପଭୋକ୍ତା ହନ୍ତସନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ କିଛିଦିନ ହେଲା ବିଦ୍ୟୁତ୍‌ ଲୁଚକାଳି ଖେଳ ଉପଭୋକ୍ତାଙ୍କୁ ହନ୍ତସନ୍ତରେ ପକାଇଲାଣି । ସାମାନ୍ୟ ପବନ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ଚାଲିଯାଉଛି । ଏପଟେ ପ୍ରବଳ ଖରା ଓ ଗରମ ସାଙ୍ଗକୁ
Read More...

ମୁକୁଳା ଡ୍ରେନ୍‌ରେ ଖସିପଡ଼ିଲା ବାଇକ୍‌ : ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଡ୍ରେନ୍‌କୁ ଖସିପଡ଼ିଲା ବାଇକ୍‌ । ସ୍ଲାବ ଉପରେ ପଡ଼ି ଯୁବକ ମୃତ । ବଲାଙ୍ଗିର ବିଷ୍ଣୁମୁଣ୍ଡା ରାସ୍ତାର କଂସାରି ପଡା ଛକରେ ଘଟିଛି ଏଭଳି ଏକ ଦୁର୍ଘଟଣା । ମୃତ ଯୁବକ ଜଣକ କଂସାରି ପଡ଼ାର ସୁଦୀପ୍ତ ପଟ୍ଟନାୟକ ବୋଲି ଜଣାପଡିଛି । ମିଳିଥିବା ଖବର
Read More...

ନୂଆ ରୂପରେଖ ପାଇଲା ଗୋପାଳଜୀଉ ମନ୍ଦିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୂଆ ରୂପରେଖ ପାଇଲା ଜଗଦଳପୁର ଗ୍ରାମର ୧୫୦ ବର୍ଷର ଗୋପାଳଜୀଉ ମନ୍ଦିର । ୫-ଟି ଅନୁଦାନରେ ମନ୍ଦିର ନିର୍ମାଣ ବିଗ୍ରହ ପ୍ରତିଷ୍ଠା ଜଗଦଳପୁର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ସମ୍ପର୍ଣ୍ଣ ହୋଇଛି । ଲୁଣା ନଦୀରୁ ୩୨ ଜଣ କଳସ ଧାରୀଙ୍କ ମନ୍ଦିର
Read More...

ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଗଠନ ପାଇଁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ମାଟିରେ ମିଳାଉ ନଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁ ବାୟୁମଣ୍ଡଳ ଦିନ‌କୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଏହାଦ୍ୱାରା ମଣିଷ ସ୍ୱଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ । ଫଳରେ ଲୋକେ ବିଭିନ୍ନ
Read More...