Daily Archives

ଜୋଙ୍କ ପୋଲିସ୍‌ର ପାଟ୍ରୋଲିଂ ବେଲେ ୨୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ନୂଆପଡ଼ା, (ନିରାକାର ମେହେର): ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସ୍‌ ପାଟ୍ରୋଲିଂ ସମୟରେ ୨୬ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତର ପ୍ରଦେଶ ରାଜ୍ୟ କନପୁର ଜିଲ୍ଲା ଅକବରପୁର ଥାନା ପହରପୁର ଗାଁର ପିଣ୍ଟୁ ସିଂ । ଆଜି ଅପରାହ୍ନରେ ଅଭିଯୁକ୍ତ
Read More...

ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପାଇଁ ଯନ୍ତ୍ରଣାର ପୁନରାବୃତ୍ତି

ଜୟପାଟଣା, (ଶେଷଦେବ ବେହେରା) : ଏବେ ଭୋଟ୍‌ର ବେଳା ଆସିଛି । ଖାଲଖମା ନମାନି ଗାଁ ଗାଁ ବୁଲିବେ ନେତା ଓ କର୍ମୀ । ମତଦାତାଙ୍କୁ ମନେଇବା ପାଇଁ ଅନେକ ଲୋଭନୀୟ କଥା ଓ ଉପହାର ଯାଚିବେ । ସାମାନ୍ୟ ପ୍ରତିକ୍ରିୟା ରଖି ଶେଷରେ ଫାନ୍ଦରେ ପଡ଼ିଯିବେ ମତଦାତା । ସେତିକି ବେଳେ ନୈତିକତା ଓ ବିଚାର ଧାରା
Read More...

ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତାନୌକାରେ ୫୦ ଯାତ୍ରୀ ଥିଲେ, ସମସ୍ତେ ଛତିଶଗଡ ଅଞ୍ଚଳର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ୪ ନିଖୋଜମୁଖମନ୍ତ୍ରୀଙ୍କ ନିର୍ଦେଶରେ ୫ ପାଣି ବୁଡାଳି ଓ ୨ କ୍ୟାମେରା ବିମାନ ଯୋଗେ ପଠାଯାଉଛି
Read More...

ବିଜେଡ଼ିରେ ମିଶିଲେ ଗଣ୍ଡ ସମାଜର ୪୩ ଜଣରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲିର ଭୋଇପାଲି, ସାରସପିଟା, ଢୁଳୁସର ଗ୍ରାମର ଗଣ୍ଡ ସମାଜର ୪୩ ଜଣରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ନିରଞ୍ଜନ
Read More...

ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪କୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ ପୂର୍ବକ ଦାୟିତ୍ୱ ପ୍ରଦାନ କରାଯାଇଛି । ନିୟୋଜିତ ଅଧିକାରୀ ଯେପରି ପ୍ରଦତ୍ତ ଦାୟିତ୍ୱକୁ ସଠିକ ଓ
Read More...

ତାଳଚେରରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି

ଭୁବନେଶ୍ୱର : ରାଜ୍ୟରେ ସକାଳୁ ଆରମ୍ଭ ହୋଇଗଲାଣି ଅସହ୍ୟ ତାତି । ଅସମ୍ଭାଳ ତାତିରେ ଆଜି ବି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରି ରହିଥିବା ବେଳେ ଭବାନୀପାଟଣାରେ ୩୪.୫, ଟିଟିଲାଗଡ଼ରେ ୩୩.୪ ଡିଗ୍ରି, ଝାରସୁଗୁଡ଼ା ଓ ବାରିପଦାରେ ୩୩
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାମଚନ୍ଦ୍ର ପଟେଲ, ପରିଚାଳନା ସମିତିର କୋଷାଧ୍ୟକ୍ଷ ପ୍ରଶାନ୍ତ
Read More...

ବାଇକ୍ ଦୁର୍ଘଟଣାରେ ୩ ଜଣ ଆହତ

ଉଲୁଣ୍ଡା : ଉଲୁଣ୍ଡା ଥାନା ପୁଟୁରୁପାଲି ରାସ୍ତାରେ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଆହତ ଯୁବକମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ଆହତ ଯୁବକମାନେ ବଡାଲିର ଏବଂ ଖେମାଲାଏର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ
Read More...

ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନ୍‌ସନ୍‌ ଓ ସୁରକ୍ଷା ଆଇନ ପ୍ରଣୟନକୁ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବ୍ୟତୀତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ୬୦ ବର୍ଷରୁ ଅଧିକ ସାମ୍ବାଦିକମାନଙ୍କୁ ପେନ୍‌ସନ୍‌ ସହିତ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ପ୍ରାୟ ୪ ଦଶନ୍ଧି ଧରି ଓଡ଼ିଶାରେ କାର୍ଯ୍ୟରତ
Read More...

ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ

କଟକ : କଟକରେ ନିର୍ମାଣ କାମ ବେଳେ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା । ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । ଅଣନିଶ୍ୱାସୀ ହୋଇ
Read More...
error: Content is protected !!