Yearly Archives

2024

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ
Read More...

ଆସନ୍ତା ଡିସେମ୍ବର ୧୪ ତାରିଖରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୧୪ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି , ଲୋଇସିଂହା, ସଇଁତଳା, ତୁଷୁରା, ମୁରିବାହାଲ ଏବଂ ବଙ୍ଗମୁଣ୍ଡା ଅଦାଲତ ପରିସରରେ ଓ ଜିଲ୍ଲାର ସମସ୍ତ ରାଜସ୍ଵ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ
Read More...

ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ

ମ.ରାମପୁର, (ପି.କେ. ସାହୁ) : ଓଡ଼ିଶା ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମଦନପୁର ରାମପୁରର ୩୩ତମ ବାର୍ଷିକ କ୍ରୀଡା ମହୋତ୍ସବ ଗତ ୦୨.୧୨.୨୪ ରିଖ ସୋମବାର ଦିନ ସକାଳ ୯ଟା ସମୟରେ ମୁଖ୍ୟ ଅତିଥି ଦିବ୍ୟରଞ୍ଜନ ଲେଙ୍କା ସହକାରୀ ପଶୁଧନ
Read More...

ଲୋଇସିଂହା ଜମିଦାରଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଜମିଦାର ତଥା ସ୍ଥାନୀୟ କଲେଜର ପ୍ରତିଷ୍ଠାତା ସଭାପତି ଜୟକୃଷ୍ଣ ସିଂ ରାଏଙ୍କ ବିୟୋଗରେ ଲୋଇସିଂହା ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକସଭା ଆୟୋଜିତ ହୋଇଛି । କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଶୋକସଭାରେ ସ୍ୱର୍ଗତ ସିଂରାଏଙ୍କ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଦାବିରେ ଚାଲିଥିବା ଗଣଧାରଣାକୁ ଏଆଇଡିଏସଓ ଏବଂ ଏଆଇଡିୱାଓର ସମର୍ଥନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗତ ନଭେମ୍ବର ୨୫ ତାରିଖରୁ ଗଣଧାରଣା ଚାଲିଛି । ଅଲ ଇଣ୍ଡିଆ ଡେମୋକ୍ରାଟିକ ସ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏଆଇଡିଏସଓ) ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ
Read More...

ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଏହି ଆଇନଗୁଡ଼ିକ ଉପନିବେଶବାଦ ଯୁଗ ଆଇନର ପରିସମାପ୍ତିକୁ ସୂଚାଉଛି : ପ୍ରଧାନମନ୍ତ୍ରୀନୂତନ ଅପରାଧିକ ଆଇନ ଗଣତନ୍ତ୍ରର ମୂଳଦୁଆ "ଲୋକଙ୍କର, ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ" ଭାବନାକୁ ସୁଦୃଢ଼ କରିଥାଏ : ପ୍ରଧାନମନ୍ତ୍ରୀନ୍ୟାୟ ସଂହିତା ସମାନତା, ସଦ୍ଭାବ ଓ ସାମାଜିକ ନ୍ୟାୟର ଆଦର୍ଶରେ
Read More...

ରୋତ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ ରୋତରେ ୪୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପୂର୍ବକ ଅଧ୍ୟାପକ ଦୈତାରୀ ଶବରଙ୍କ ତତ୍ତ୍ୱାବଧାନରେ ଛାତ୍ର ପିତାମ୍ବର ସାହୁ, ନିଲେଶ
Read More...

ରେଳ ଜୋନ୍ ପୁନର୍ଗଠନ ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ

● ଓଡ଼ିଶାର ଆର୍ଥିକ ହିତକୁ ବଜାୟ ରଖାଯିବ, ପୂର୍ବତଟ ରେଳପଥରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ : କେନ୍ଦ୍ର ରେଳମନ୍ତ୍ରୀ● ପ୍ରଧାନମନ୍ତ୍ରୀଙ୍କ ତୃତୀୟ କାର୍ଯ୍ୟକାଳରେ ଏବେ ସୁଦ୍ଧା ପ୍ରାୟ ୨୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି : ଅଶ୍ୱିନୀ ବୈଷ୍ଣବ● ପ୍ରଧାନମନ୍ତ୍ରୀ
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ
Read More...

ନାବାଳିକା ଝିଅକୁ ଘର ଭିତରେ ପଶି ଅସଦାଚରଣ : ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଧିନସ୍ଥ ନାନ୍ଦୁପଲା ଅଞ୍ଚଳରେ ଜଣେ ଦଳିତ ପରିବାରର ନାବାଳିକାଙ୍କୁ ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ପ୍ରମୋଦ ପଧାନଙ୍କ ପୁଅ ସନ୍ଦେଶ ପଧାନ(୨୦) ସୋମବାର
Read More...