Yearly Archives

2023

ନିଖିଳ ଓଡିଶା ଲେଡି ମାଟ୍ରୋନ୍ ମହାସଂଘର ବୈଠକ : ଜୁନ୍ ପ୍ରଥମ ସପ୍ତାହରେ ପୁଣି ଆନ୍ଦୋଳନ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ନିଖିଳ ଓଡିଶା ଲେଡି ମାଟ୍ରୋନ୍ ମହାସଂଘ, ସୁନ୍ଦରଗଡ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ବୁଧବାର ଲହୁଣୀପଡା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ଝରଣା
Read More...

ରୋତ ସାପ୍ତାହିକ ବଜାରରେ ଦହି ସରବତ ଓ ଓଆର୍‌ଏସ୍‌ ପାଣି ବଣ୍ଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ସାପ୍ତାହିକ ବଜାର ନିକଟରେ ବିଂଗ ହ୍ୟୁମାନ ଫାଉଣ୍ଡେସନ, ରୋତ ସରପଂଚ ଓ ସମିତି ସଭ୍ୟ ତରଫରୁ ଦହି ପାଣି ଓ ଓଆର୍‌ଏସ୍‌ ପାଣି ବଣ୍ଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ରୋତ ସରପଂଚ ଜୟଲାଲ ସିନ୍ଦୁର ଓ ସମିତି ସଭ୍ୟ କମଳ ସେଠ
Read More...

ଜଳ ଯୋଗାଣ ପ୍ରକଳ୍ପ କାମ ନିମ୍ନମାନର ହେଉଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ଡଙ୍ଗଜୁରୀ ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ ପାଇଁ ଇଂଟେକ କୂପ ନିର୍ମାଣ କାମ ଚାଲିଛି । କିନ୍ତୁ କାମ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, କାମ ନିମ୍ନମାନର
Read More...

ମୃତକଙ୍କୁ ଅନୁକମ୍ପା ମୂଳକ କ୍ଷତିପୂରଣ ଦେବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରୁ ମାତ୍ର ୬ କି.ମି ଦୂରରେ ଗୋପାଳପୁର ବନ୍ଦର ଅବସ୍ଥିତ । ତା'ର ନିକଟବର୍ତ୍ତୀ ଅଞ୍ଚଳ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ଗଣ୍ଡରେ ଗତ ଗୁରୁବାର ସକାଳେ ସମୁଦ୍ରକୁ ଗାଧୋଇବାକୁ ଯାଇ ଦୁଇ କଲେଜ ଛାତ୍ରୀ ସମୁଦ୍ରରେ ବୁଡ଼ି
Read More...

ଛତ୍ରପୁର ରୋଟାରୀ କ୍ଲବର ଆନୁଷ୍ଠାନିକ ସାମାରୋହରେ ରୋଟାରୀ ଗଭର୍ଣ୍ଣରଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ବୁଧବାର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ଅନୁଷ୍ଠିତ ସାମାରୋହରେ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ
Read More...

ଫପସି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ସଇଁତଲା : ଟିଟିଲାଗଡ଼ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବଙ୍ଗୋମୁଣ୍ଡା ଅବକାରୀ ବିଭାଗ, ମୋବାଇଲ ଟିମ୍‌ ଓ ଟିଟିଲାଗଡ଼ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ
Read More...

ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ଓ ସରସ କରିବା ଲକ୍ଷ୍ୟରେ ପୌର ପରିଷଦ ପ୍ରତିଶ୍ରୁତିବଦ୍ଧ : ପୌର ଅଧ୍ୟକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆକ୍ରୋଶମୂଳକ ଭାବେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କାମ କରୁନଥିବା ଆକ୍ଷେପ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମ୍ୟୁନିସିପାଲିଟିର ଉନ୍ନୟନମୂଳକ କାର୍ୟ୍ୟର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଆଜି ଅପରାହ୍ନରେ ବଲାଙ୍ଗିର
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ନେଇ ଥାନାରେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଏକଜିମାଲି ଜମିକୁ ଖପ୍ରାଖୋଲ ସଦର ଗ୍ରାମର ଏକ କମ୍ପ୍ୟୁଟର ଦୋକାନୀ ନିଜ ନାମରେ ଜାଲିଆତି କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇ ନେଇଥିବା ନେଇ ଲାଠୋର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା
Read More...

‘ଉଦାହରଣ’ ଅନୁଷ୍ଠାନର ପ୍ରଥମର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଥିବା 'ଉଦାହରଣ' ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଇଣ୍ଡୋ ଜର୍ମାନ୍ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ଅଧ୍ୟକ୍ଷତାରେ
Read More...

ଜୈବିକ ଔଷଧ ପ୍ରସ୍ତୁତି ସମ୍ୱନ୍ଧୀୟ ତାଲିମ ଓ ଜୈବିକ କୃଷିର ଉପାଦେୟତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ପାଣ୍ଡେସରା ଗ୍ରାମର ଚାଷୀଙ୍କୁ ନେଇ ଜୈବିକ ଔଷଧ ପ୍ରସୂତି ସମ୍ୱନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ତରଫରୁ ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଚାଷୀ
Read More...