Yearly Archives

2023

ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଏକ୍ସପାଏରୀ ମେଡିସିନ ଖାଇ ଜଣେ ରୋଗୀ ଅସୁସ୍ଥ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଏକ୍ସପାଏରୀ ମେଡିସିନ । ଦେଓଗାଁ ବ୍ଲକ ଫଗମୁଣ୍ଡା ଗାଁର ମଙ୍ଗନ ରାଏ ପ୍ରବଳ କାଶ ହେବାରୁ ଗତ ୨୭ ତାରିଖରେ ଆଉଟ୍‌ଡୋର୍‌ରେ ଡାକ୍ତରଙ୍କୁ ଦେଖାଇ ମେଡିସିନ ନିରାମୟ କାଉଣ୍ଟରରୁ ଔଷଧ ଆଣି ଖାଇଥିଲେ । ଔଷଧ ଖାଇବା ପରେ ଦେହ ଆହୁରି
Read More...

ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ବାଳିକା ଉଚ୍ଚ ବିଦ୍ୟାଳୟ ତୁଷୁରାଠାରେ ସେପ୍ଟେମ୍ବର ୩୦ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ସରକାରୀ ଜାଗାରୁ ଜବର୍‌ ଦଖଲ୍‌ ହଟାଇବାକୁ ଗ୍ରାମବାସୀଙ୍କ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଜାମ୍‌ସର୍‌ ଗାଁର ଲୋକେ ଆଜି ପୁଇଁତଲା ଥାନାକୁ ଅଭିଯୋଗ ନେଇ ଆସିଥିବା ଦେଖିବାକୁ ମିଳିଛି । ସେମାନଙ୍କ କହିବା ଅନୁସାରେ ତାଙ୍କ ଗାଁରେ ଗୋଟିଏ ସରକାରୀ ଜାଗା ରହିଥିବା ବେଳେ ସେଠାରେ କ୍ଲବ ଘର ତିଆରି ପାଇଁ ଗାଁର
Read More...

ଆକାଂକ୍ଷୀ ବ୍ଲକ୍ ଗୁଡିକ ପାଇଁ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ସଂକଳ୍ପ ସପ୍ତାହ’ର ଶୁଭାରମ୍ଭ କଲେ…

● ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ପୋର୍ଟାଲର ଶୁଭାରମ୍ଭ● "ମୋ ପାଇଁ ଏହି ସମାବେଶ ଜି - ୨୦ ସମ୍ମିଳନୀ ଠାରୁ କମ୍ ନୁହେଁ● ଏହି କାର୍ଯ୍ୟକ୍ରମ ଟିମ୍ ଇଣ୍ଡିଆ ର ସଫଳତା ଏବଂ ସମସ୍ତଙ୍କ ପ୍ରୟାସ ଓ ଭାବନାର ପ୍ରତୀକ ଅଟେ● ସ୍ୱାଧୀନ ଭାରତର ଶ୍ରେଷ୍ଠ ୧୦ଟି କାର୍ଯ୍ୟକ୍ରମ ମଧ୍ୟରୁ ଯେକୌଣସି
Read More...

ଗ୍ରାସୀମ କମ୍ପାନୀ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ପରିଚୟ ପତ୍ର ଓ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡ) : ଜାତୀୟ ରାଜପଥ ପାର୍ଶ୍ଵ ପୁଇଁତୋଳାଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଗ୍ରାମବାସୀଙ୍କ ଉଦ୍ୟମରେ ୧୯୯୪ରେ ସ୍ଥାପିତ ହୋଇଥିବା ଏହି ସ୍କୁଲଟି ନିଉ ଏଡେଡ଼୍‌ ସ୍କୁଲ ହୋଇଥିବା ହେତୁ ପ୍ରଶାସନର ଆଢୁଆଳ ଥିବା
Read More...

କପିଲାଭଟାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଶୁର୍ଲା କ୍ଲଷ୍ଟରର ଆଞ୍ଚଳିକ ସାଧନ
Read More...

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଭବିଷ୍ୟନିଧି କାର୍ଯ୍ୟାଳୟରେ ଅବସ୍ଥାପିତ ତଥା ଓଡ଼ିଶାର ଆଗଧାଡ଼ିର ସୁନାମଧନ୍ୟ କବି ତ୍ରିନାଥ ସିଂହଙ୍କୁ ୨୦୨୩ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ - ୨୦୨୩ ପ୍ରଦାନ କରାଯାଇଛି । ପବିତ୍ର ବ୍ୟାସକ୍ଷେତ୍ର ବେଦବ୍ୟାସ
Read More...

ଟିଟିଲାଗଡର ପୁରୁଣା ହୋଟେଲ ବ୍ୟବସାୟୀ ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ସହରବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ହାଟପଦାପଡ଼ା ଦୈନିକ ବଜାରର ସବୁଠୁ ପୁରୁଣା ହୋଟେଲ ବ୍ୟବସାୟୀ ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କ ନୂଆଁଖାଇ ଦିନ ସକାଳେ ତାଙ୍କର ନିଧନ ଘଟିଥିଲା । ସ୍ବର୍ଗତ ସାହୁ ବହୁ ବର୍ଷ ଧରି ତାଙ୍କ ହୋଟେଲ ବ୍ୟବସାୟ କରି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ ।
Read More...

ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ମୋ' ପରିବାର ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ତରଫରୁ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ
Read More...

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲୀଙ୍କ
Read More...