ବନ୍ଦ ସ୍କୁଲ ଘରେ ଚାଲିଥିଲା ମଦ ପ୍ରସ୍ତୁତି : ଅବକାରୀ ବିଭାଗର ଚଢାଉରେ ହେଲା ପର୍ଦ୍ଦାଫାସ
ସୁନ୍ଦରଗଡ : ସ୍କୁଲ ଘରୁ ମିଳିଲା ଦେଶୀ ମଦ, ମହୁଲପୋଚ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବନ୍ଧବାହାଲ ଗାଁ ସ୍କୁଲରୁ ଏପରି ଜିନିଷ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଅବକାରୀ ବିଭାଗ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ଖବର ଅନୁଯାୟୀ ବନ୍ଧବାହାଲ ଗାଁରେ ଛାତ୍ରଛାତ୍ରୀ ନହେବାରୁ!-->…
Read More...
Read More...