ରୋଗାଗ୍ରସ୍ତ ଝିଅ ପାଇଁ ସାହାଯ୍ୟ ଲୋଡିଲେ ମା’
ଖଡ଼ିଆଳ, (ନିରାକାର ମେହେର) : ରୋଗାଗ୍ରସ୍ତ ଝିଅ ପାଇଁ ସାହାଯ୍ୟ ଲୋଡିଲେ ମା' । ଆୟର କୌଣସି ପନ୍ଥା ନାହିଁ । କିଡ଼ନୀ ରୋଗରେ ସ୍ୱାମୀ ଚାଲିଗଲେ । ଏକମାତ୍ର ଝିଅ ଏବେ ରୋଗାଗ୍ରସ୍ତ । ସରକାରୀ ସହଯୋଗ ବି ମିଳିପାରୁନି । ଏଭଳି ଏକ ଘଟଣା ନଜରକୁ ଆସିଛି ଖଡ଼ିଆଳ ବ୍ଲକ ରିଷିଗାଁ ପଞ୍ଚାୟତର ସରଗାଦି!-->…
Read More...
Read More...