Monthly Archives

May 2023

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ : ଉଭୟଙ୍କ ମଧ୍ୟରେ ଗୁଳିବିନିମୟ, ସର୍ଚ୍ଚ ଅପରେସନ ଜୋର୍‌ଦାର୍‌

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର୍‌ କରିଛି ପୋଲିସ୍ ।
Read More...

‘ଏକତ୍ର’ର ନାଟ୍ୟ ଆଲୋଚନାଚକ୍ର

କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ : ନବୀନ ପରିଡା ରାଉରକେଲା, (ସସ୍ମିତା ପ୍ରଧାନ) : କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ । ନାଟକର ସ୍ୱରୂପ ପ୍ରତିଦିନ ମୃତ୍ୟୁ ଘଟେ ପୁଣି ପରଦିନ ଜନ୍ମନିଏ । ତେଣୁ ନାଟକ ଶତରୂପା ବୋଲି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ନାଟ୍ୟକାର ନବୀନ ପରିଡା ମତବ୍ୟକ୍ତ
Read More...

ମନ୍ତ୍ରୀ ହେବା ପରେ ବଣାଇଁ ମାଟିରେ ସାରଦାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବାବା ବାଣେଶ୍ଵରଙ୍କ ଆଶୀର୍ବାଦ ନେଇ ଜନସାଧାରଣଙ୍କ ସେବା ଦାୟିତ୍ଵ ନିର୍ବାହ କରିବି : ସାରଦା ବଣାଇଁ, (ନାରାୟଣ ଚନ୍ଦ୍ର ବେହେରା) : ସମ୍ପ୍ରତି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଥମ ଥର ପାଇଁ
Read More...

ଦେଓଗାଁ ମେଷଫାର୍ମ ପୁନଃରୁଦ୍ଧାର ଦାବୀରେ କୃଷିମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁଠାରେ ୧୯୬୭ ମସିହାରୁ ଏକ ସରକାରୀ ମେଷଫାର୍ମ ରହିଛି । ଗତ ୧୦ ବର୍ଷ ହେଲା ଏହା ଠିକ୍‌ରେ ପରିଚାଳିତ ହେଉନାହିଁ । ତେଣୁ ଏହାର ଉନ୍ନତିକରଣ କରାଯାଇ ପୁନଃରୁଦ୍ଧାର କରାଇବାକୁ ଆଜି ଦେଓଗାଁର ଏକ ପ୍ରତିନିଧି ଦଳ ଭୁବନେଶ୍ୱରଠାରେ ରାଜ୍ୟ
Read More...

ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ବିଜେ ଶ୍ରୀ ଶ୍ରୀ ରାମେଶ୍ୱରଙ୍କର ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିବ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ପରିକ୍ରମାରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ନରସିଂହ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଥିବା ଛୁରାମାଡ ଘଟଣା : ଭାଇରାଲ୍‌ ହେବାରେ ଲାଗିଛି ସିସିଟିଭି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଭାଇରାଲ୍‌ ହେଉଛି ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଥିବା ଛୁରାମାଡର ସିସିଟିଭି ଫୁଟେଜ୍‌ ମୋବାଇଲ୍‌ରୁ ମୋବାଇଲ୍‌କୁ । ଘଟଣାରେ ଗେଟ୍‌ସରୋବରପଡାର ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର
Read More...

ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ସାମଗ୍ରିକ ବିକାଶ ନିମନ୍ତେ ଗତ ୨୦୨୧ ମସିହାରେ ଓଡ଼ିଶାର ୯ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, ଗଜପତି, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡା ଓ ମାଲକାନଗିରି ଜିଲ୍ଲାକୁ ନେଇ
Read More...

ପିଇଓଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଭତ୍ତା ପାଇବାରୁ ବଂଚିତ ହେଲେ ଭୁତିଆରବାହାଲ ଗ୍ରାମ ପଂଚାୟତର ବୃଦ୍ଧ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକର ଦ୍ୱାରସ୍ଥ ହୋଇ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଭୁତିଆରବାହାଲ ଗ୍ରାମ ପଂଚାୟତର ବୃଦ୍ଧ ଓ ବୃଦ୍ଧାମାନେ । ବୃଦ୍ଧ ବୃଦ୍ଧାମାନଙ୍କ ଅଭିଯୋଗ ଅନୁସାରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମ ପଂଚାୟତରେ
Read More...

ପ୍ରତି ପଞ୍ଚାୟତକୁ ଗଡିବ ‘ମୋ ବସ୍‌’ : ପରିବହନ ସଚିବ ଊଷା ପାଢ଼ୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତି ପଞ୍ଚାୟତକୁ ଗଡିବ 'ମୋ ବସ୍‌' । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ । ସେ କହିଛନ୍ତି ଯେ, ପ୍ରତି ପଞ୍ଚାୟତକୁ ‘ମୋ ବସ୍‌’ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍‌’ । 'ଲକ୍ଷ୍ମୀ'
Read More...