Daily Archives

ଡେଲାଙ୍ଗ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷି ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଟି ମା'କୁ ପୂଜା କରୁଛି ଚାଷୀ । ଚାଷୀଙ୍କ ଶୁଭଦିନ ଅକ୍ଷୟ ତୃତୀୟା । ଶୁଭଦିନର ଶୁଭ ସମୟରେ ଆରମ୍ଭ କରେ ଧାନବୁଣା । ସୂଚନା ପ୍ରକାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡେଲାଙ୍ଗ ବ୍ଲକସ୍ତରୀୟ କୃଷକ
Read More...

ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବିଏସ୍‌ଏସ୍‌ପଡାରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ମହୋତ୍ସବକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କର ଶୀତଳ ଷଷ୍ଠୀ ମହୋତ୍ସବ କିପରି ମହାଆଡମ୍ବରରେ ହେବ ତାହା ସ୍ତିରୀକୃତ ହୋଇଛି
Read More...

ଗାୟତ୍ରୀ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ନିର୍ମାଣ କରାଯାଉଥିବା ଗାୟତ୍ରୀ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ରବିବାର ଦିନ ସ୍ଥାନୀୟ କାମାକ୍ଷାନଗର ନିକଟରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରାତଃ ୭ ଘଟିକା ସମୟରେ
Read More...

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକମାନଙ୍କୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷିଭିତ୍ତିକ ଦେଶରେ ଅକ୍ଷୟ ତୃତୀୟା କୃଷକର ଏକ ଶ୍ରେଷ୍ଠ ପର୍ବ । ଏହି ଦିନରୁ ଅନ୍ନଦାତା କୃଷି କାର୍ଯ୍ୟ ଆରମ୍ଭ କରେ । ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ତରଫରୁ ଗାଇସିଲାଟ ବ୍ଲକ ଗନିଆଁପାଲି ଗ୍ରାମ ପଂଚାୟତର ମଲମୁଣ୍ଡାଠାରେ ବିଡ଼ିଓ ମନୋଜ କୁମାର
Read More...

ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲିର ବରିଷ୍ଠ କଳାକାର ଅରକ୍ଷିତ ମେଲ୍ଲୀ(୬୯)ଙ୍କ ରବିବାର ସକାଳ ୮ଟା ସମୟରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଦେହାନ୍ତ ହୋଇଯାଇଛି । ପୂର୍ବରୁ ତାଙ୍କ ଘରୋଇ ଚିକିତ୍ସା ଚାଲିଥିଲା । ମଙ୍ଗଳବାର ଦିନ
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଇଂରାଜୀ ଭାଷା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଇଂରାଜୀ ଭାଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଫେସର ଜୟଦେବ କର
Read More...

ଜମିରେ ମେସିନ୍ କରୁଛି କାମ, ଶ୍ରମିକ ନାହିଁ ଦର୍ଶନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ଗୁଡ଼ିକରେ ମନରେଗା ଯୋଜନାରେ ଜମି ଉନ୍ନତିକରଣ ଏବଂ ବହୁମୁଖୀ ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ନ ହୋଇ ଜେସିବି ମେସିନ୍ ସାହାଯ୍ୟରେ କାମ କରାଯିବାର
Read More...

ବ୍ରାହ୍ମଣ ଯୁବକ ସଂଘ ତରଫରୁ ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜୟନ୍ତୀ ବହୁ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ଯୁବକ ସଂଘ ତରଫରୁ ଜୟନ୍ତୀ ପାଳନ ପାଇଁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ
Read More...

ପଦ୍ମପୁର ସହର ଭେଉଁରିଆ ଛକ ଅନ୍ଧାର : ସାଧାରଣରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭେଉଁରିଆ ଛକ ଦୀର୍ଘ ଦିନ ଧରି ଅନ୍ଧାରରେ ରହିଥିଲେ ମଧ୍ୟ ଉକ୍ତ ସ୍ଥାନକୁ ଆଲୋକିକରଣ କରିବା ପାଇଁ କୌଣସି ଉଦ୍ୟମ ହୋଇପାରୁ ନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଦ୍ମପୁର ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ
Read More...

ପଦ୍ମପୁର ଶୀତଳ ଷଷ୍ଠୀର ଥାଳ ଉଠିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଦ୍ୱିତୀୟ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଦିନ ଥାଳ ଉଠା କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହକାରେ ସମ୍ପୂର୍ଣ୍ଣ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ବଡପଡା ବଡବନ୍ଧ ସ୍ଥିତ
Read More...