କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ମୃତ୍ୟୁମୁଖରେ ପଡ଼ିଥିବା ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଶିଶୁର ଜୀବନ । ବିଛଣାରେ ପଡ଼ି ଶିଶୁଟି ଛଟପଟ ହେଉଥିଲା, ହେଲେ ଆସିଲେନି ଡାକ୍ତର । ନିରୀହ!-->…
Read More...
Read More...