Yearly Archives

2022

ପଞ୍ଚାୟତସ୍ତରୀୟ ଭଲିବଲ ଓ ଫୁଟବଲ ମ୍ୟାଚ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଅବ୍ୟବହିତ ପୂର୍ବରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତରେ ବିଭିନ୍ନ ଖେଳକୁଦ ସମାରୋହ ଅନୁଷ୍ଠିତ ହେଉଛି । ଏହି ଅବସରରେ ରବିବାର ଦିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ତରଫରୁ
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ ଉଦ୍‌ଯାପିତ

ଜିଜ୍ଞାସାରୁ ନୂତନତା ଓ ନୂତନତାରୁ ଉଦ୍ଭାବନ କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା ଠାରେ କଳାହାଣ୍ଡିର ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ ଉଦ୍‌ଯାପିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ
Read More...

କଲ୍ୟାଣ ଆଶ୍ରମର ବିଜୁଳି ସରବରାହ କଟିଲା, ନେତାଙ୍କ ନିର୍ଦ୍ଦେଶରେ ନା ନେତାଙ୍କୁ ଖୁସି କରିବାକୁ

ରାଉରକେଲା, (ସସ୍ମିତା ପ୍ରଧାନ) : କଲ୍ୟାଣ ଆଶ୍ରମର ବିଜୁଳି ସଂଯୋଗ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ କଟା ଯାଇଥିବାରୁ ଏଠାରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକ ଆଧ୍ୟାତ୍ମିକ କାର୍ଯ୍ୟ ଚାଲିଥିବା ବେଳେ ଏହି ବିଜୁଳି ସଂଯୋଗ କଟା ଯାଇଥିବାରୁ ଏହା ପଛରେ ଅଧିକାରୀଙ୍କ ଉପରେ
Read More...

ଶୁଲିଆ ମହୋତ୍ସବ କମିଟିର ଚୂଡାନ୍ତ ପ୍ରସ୍ତୁତି ବୈଠକ : ୨୫ରୁ ଆରମ୍ଭ ହେବ ଶୁଲିଆ ମହୋତ୍ସବ

ମହାସମାରୋହରେ ପାଳନ ହେବ ତିନି ଦିନିଆ ଶୁଲିଆ ମହୋତ୍ସବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ବର୍ଷର ଶୁଲିଆ ମହୋତ୍ସବ ପାଳନ କରିବା ପାଇଁ ଆଜି ଶୁଲିଆ ମହୋତ୍ସବ କମିଟିର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି
Read More...

ସ୍ୱେଚ୍ଛାସେବୀଙ୍କ ଟ୍ୱିଟ ପରେ କାହ୍ନୁ ଚରଣ ମାଝୀଙ୍କୁ ମିଳିଲା ଟ୍ରାଇସାଇକେଲ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ମହରାଜୋର ଗାଁର କାହ୍ନୁ ଚରଣ ମାଝୀ ଗତ ୧୦ ବର୍ଷ ହେଲା ଏକ ରୋଗରେ ପୀଡିତ ହୋଇ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି । ତାଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ନଥିବାରୁ ଦିବ୍ୟାଙ୍ଗ ଭତ୍ତାଟିଏ ମଧ୍ୟ ମିଳୁନାହିଁ । ଭତ୍ତା ସହ ରାସନ, ଘର
Read More...

ସିକୁଆଁ ଶ୍ରୀହର୍ଷ ବିଦ୍ୟାଳୟରେ ଆଲୁମିନି କମିଟିର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ସ୍ଥିତ ଶ୍ରୀହର୍ଷ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୧୯୯୯ରୁ ୨୦୧୮ ପର୍ଯ୍ୟନ୍ତ ପାଠ ପଢିଥିବା ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ଠାରୁ ୨୦୨୨-୨୩ ବର୍ଷରେ ଆଦାୟ ହୋଇଥିବା
Read More...

ପଣ୍ଡିତ ରଘୁନାଥ ମୁର୍ମୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ତାଳଚେର, (ଆର୍ତ୍ତତ୍ରାଣ ପାଣୀ) : ପଣ୍ଡିତ ରଘୁନାଥ ମୁର୍ମୁ ଚ୍ୟାଲେଞ୍ଜ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଫ୍‌ସିଆଇ ରଘୁନାଥ ସ୍ପଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ ୧୧ତମ ରାଜ୍ୟସ୍ତରୀୟ ଏହି ଫୁଟବଲ ଟୁର୍ନାମେଣ୍ଟ ଏଫ୍‌ସିଆଇ ବକ୍ସି ଜଗବନ୍ଧୁ ଷ୍ଟାଡିୟମରେ
Read More...

କାମୁଡିଲା ବୁଲା କୁକୁର : ବୃଦ୍ଧା ଆହତ, ସାହାଯ୍ୟର ହାତ ବଢାଇଲେ ସାମାଜିକ କର୍ମୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଷ୍ଟେଟ ବ୍ୟାଙ୍କ ନିକଟରେ ଜଣେ ଅସହାୟ ବୃଦ୍ଧାଙ୍କୁ ଗୋଟିଏ ବୁଲା କୁକୁର କାମୁଡି ଦେବା ପରେ ବୃଦ୍ଧା ଜଣକ ଭୟରେ ତଳେ ପଡି ଯାଇଥିଲେ । ତାଙ୍କୁ ଘଟଣା ସ୍ଥଳରୁ ଚନ୍ଦ୍ରଶେଖର ମିଶ୍ର ଓ ସାମାଜିକ କର୍ମୀ ବଡ ଶତପଥି ପାଇକମାଲ ସରକାରୀ
Read More...

ଲରାସରାରେ ପୁରାତନ ଛାତ୍ରଙ୍କ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୮୫ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ଦିନ ଲରାସରାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସୁବାସ ପାଣିଗ୍ରାହୀ, ପ୍ରମୋଦ ମେହେର, ଆଦିତ୍ୟ ମିଶ୍ର, କିଶୋର ମେହେର, ରାଜେଶ ଅଗ୍ରୱାଲ, ବ୍ରଜ
Read More...

ଜମଲା ଗ୍ରାମ ପଂଚାୟତକୁ ବ୍ଲକ ମାନ୍ୟତା ଦାବୀ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିିଭିଜନର ଜମଲା ଗ୍ରାମ ପଂଚାୟତକୁ ଏକ ବ୍ଲକ ମାନ୍ୟତା ଦାବୀ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକ ଜୋନ୍ ୨ର ଜିଲ୍ଲା ପରିଷଦ ପ୍ରତିନିଧି ଅନିରୁଦ୍ଧ ରଣାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ
Read More...