Yearly Archives

2022

ମାଗଣା ଦାନ୍ତ ପରୀକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡା ସ୍ଥିତ ବଲାଙ୍ଗିର ରୋଡ୍‌ ପାସେଞ୍ଜର ହଲ୍‌ ରେଳ ଷ୍ଟେସନ୍ ରାସ୍ତାରେ ଦାନ୍ତ ଚିକିତ୍ସକ ଡା. ସୁମନ ଗର୍ଗଙ୍କ ଆର୍ କେ ଡେଣ୍ଟାଲ କେୟାର ଚିକିତ୍ସାଳୟରେ ଅପରାହ୍ନ ୫ଟାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଦାନ୍ତ ପରୀକ୍ଷଣ ଓ ପରାମର୍ଶ ଶିବିର
Read More...

ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳରେ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟମେଳା ଶିବିରକୁ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ
Read More...

ବିଧବା ମଞ୍ଜୁଲତା ବାରିକଙ୍କ ପାଖକୁ ପହଞ୍ଚିଲା ସ୍ୱାଭିମାନ ପରିବାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଧବା ମଞ୍ଜୁଲତା ବାରିକଙ୍କ ପାଖକୁ ପହଞ୍ଚିଲା ସ୍ୱାଭିମାନ ପରିବାର । ସୂଚନାଯୋଗ୍ୟ ଯେ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘୁମେର ଗ୍ରାମର ମଞ୍ଜୁଲତା ବାରିକଙ୍କ ସ୍ୱାମୀ ଗତ ୩ ବର୍ଷ ହେବ ଗୋଟିଏ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ବିଧବା
Read More...

ପାଟଣାଗଡରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସିଭିଲ୍‌ କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ପାଟଣାଗଡ ଏଡିଜେ ଶ୍ୱେତା ମିଶ୍ରଙ୍କ ସମେତ ସିନିଅର ଡିଭିଜନ ଜଜ୍‌ ଅରୁଣ କୁମାର
Read More...

ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ସୂଚନା ଦେଇଛନ୍ତି । ବ୍ୟକ୍ତି ଜଣକଙ୍କ ନାମ ହେଉଛି ସୁମିତ ମଲ୍ଲିକ । ତେବେ ସୁମିତଙ୍କ ନାମରେ ତା.୭.୦୪.୨୦୧୬.ରିଖ ୟୁ
Read More...

ଦମକିପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦମକିପାଲି ଗ୍ରାମ ଠାରେ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଥିବା ବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି । ଗୁରୁତର ବୃଦ୍ଧ
Read More...

ଉଠା ଦୋକାନୀ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନର ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର କଦଳୀମୁଣ୍ଡା ଠାରେ ଉଠା ଦେକାନୀ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନର ମିଳିତ କ୍ରମେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚକ୍ରରେ ପୌର ପ୍ରଶାସନ ତରଫରୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପାଧ୍ୟକ୍ଷା ସୁଶ୍ରୀ
Read More...

ବ୍ରାହ୍ମଣପଡା ସ୍କୁଲରେ ଛୁଆଙ୍କ ପାଇଁ ରଖା ହୋଇଥିବା ଚାଉଲକୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ରାହ୍ମଣପଡା ସ୍କୁଲରେ ଛୁଆଙ୍କ ପାଇଁ ରଖା ହୋଇଥିବା ଚାଉଲକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଟାଉନ ଥାନାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ତେବେ ସ୍କୁଲରେ ଥିବା ଏହି ଚାଉଲ ଛୁଆଙ୍କ ମିଡ୍‌ ଡେ ମିଲ ପାଇଁ
Read More...

ଛତାମଖନା ଭୂତଳ ଜଳସଂରକ୍ଷଣ ପ୍ରକଳ୍ପ କାମର ତଦାରଖ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଛତାମଖନା ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କାମର ତଦାରଖ କରିଛନ୍ତି । ଅପରାହ୍ନ ଘ.୪.୩୦ମି. ସମୟରେ ପ୍ରକଳ୍ପ କ୍ଷେତ୍ରରେ ପହଞ୍ଚି ସେଠାରେ
Read More...

ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅଧିନସ୍ଥ ପିପଲବାହାଲ ଲାନ୍ଥ ନଦୀ ପାଖରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମହିଳା ଜଣକ ହେଲେ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗ୍ରାମର ପୁର ମଲ୍ଲିକ (୪୫) । ସୂଚନା ଅନୁସାରେ ପୁର
Read More...