Yearly Archives

2022

ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ

କାବୁଲ : ଆଫଗାନିସ୍ତାନର ଫାୟାଜବାଦରେ ଆଜି ୪.୫୪ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି । ସେହିପରି ଆକ୍ଷାଂଶ ୩୬.୪୬ ହୋଇଥିବା ବେଳେ ଦ୍ରାଘିମା ୭୧.୪୨ ରହିଛି । ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Read More...

ବ୍ରାଉନ୍‌ସୁଗର ଜବତ, ୧ ଗିରଫ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପୁଣି ଥରେ ଜବତ ହୋଇଛି ବେଆଇନ ବ୍ରାଉନ୍‌ସୁଗର । ଶୁକ୍ରବାର ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ସ୍ଥାନୀୟ ନକ୍‌ଟିଗୁଡ଼ା ଛକରେ ଚଢାଉ କରି ଶିବ ସେନାପତି ନାମକ ଯୁବକକୁ ଗିରଫ କରିଛି ପୋଲିସ । ସଂପୃକ୍ତ ଯୁବକଙ୍କଠାରୁ
Read More...

ନୀଳଗିରି ଟ୍ରକ ମାଲିକ ସଙ୍ଘର ନିର୍ବାଚନ : ଶିଶିର ରାଉତ ହେଲେ ସଭାପତି

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଟ୍ରକ ମାଲିକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଗତକାଲି ଶେଷ ହୋଇଛି । ସଂଘର ସଭାପତି ଭାବେ ଶିଶିର କୁମାର ରାଉତ ଓରଫ ବାବୁଲି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କୌଣସି ପ୍ରତିନ୍ଦ୍ୱନ୍ଦୀ ପ୍ରାର୍ଥୀ ପତ୍ର ଦାଖଲ ନକରିବାରୁ ସମସ୍ତ ପଦବୀ ପାଇଁ
Read More...

ଇସ୍ରୋ ଦ୍ୱାରା ଆଜି ଲଞ୍ଚ ହେବ ପିଏସ୍‌ଏଲ୍‌ଭି-ସି୫୪ ରକେଟ୍

ଚେନ୍ନାଇ : ଆଜି ଇସ୍ରୋ ଲଞ୍ଚ କରିବ ପିଏସ୍‌ଏଲ୍‌ଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତ୍‌କ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତ୍‌କ୍ଷେପଣ ପ୍ରକ୍ରିୟା । ନାନୋ ସାଟେଲାଇଟ୍ ମଧ୍ୟରୁ
Read More...

ଆଜି ରାଷ୍ଟ୍ରୀୟ ସମ୍ବିଧାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଷ୍ଟ୍ରୀୟ ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ମାସ ୨୬ ତାରିଖକୁ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଏଠାରେ ସୂଚନାଯୋଗ୍ୟ ଯେ, ଡ. ଭୀମରାଓ ଆମ୍ବେଦକର ସମ୍ବିଧାନ ସଭାର ଅଧ୍ୟକ୍ଷ ଥିଲେ । ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ
Read More...

କବିତା : ଈଶ୍ୱର

ବବିତା ମହାପାତ୍ର କେବେ ଥରେ ତୁମକୁ ଈଶ୍ୱର ବୋଲିମାନି ନେଇଥିଲି ଯେ ଏଯାଏଁ ବିତୁମେ ଅଧିଷ୍ଠିତ ମନ୍ଦିରରେ,ମୁଁ କିନ୍ତୁ ତଳିତଳାନ୍ତ ତୁମ ପୂଜାରେତୁମ ଚବିଶ ପ୍ରହରୀୟ ଆରାଧନାରେ ।ନିର୍ଦ୍ଧାରିତ ବିଧି ବିଧାନରେ ମୁଁହରେଇ ସାରିଲିଣି ସାରା ଜୀବନର ଜମାପୁଞ୍ଜି । ତେବେ ବି ତୁମେ ଈଶ୍ୱର ମୋ'
Read More...

ସୀମାରେ ସଂଗ୍ରାମ : ମୁମ୍ବାଇରେ କର୍ଣ୍ଣାଟକ ସିଏମ୍ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌

ମୁମ୍ବାଇ : ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ଗଭୀର ହେବାରେ ଲାଗିଛି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଚର୍ଚ୍ଚା ମଧ୍ୟରେ ମୁମ୍ବାଇର ଏକ ବସ୍‌ ଷ୍ଟାଣ୍ଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌ ଲଗାଯାଇଛି
Read More...

ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତରେ ମିଶନ ଶକ୍ତି ଓ ପିସିଆଇର ମିଳିତ ଆନୁକୂଲ୍ୟରେ ଲିଙ୍ଗଭିତ୍ତିକ ହିଂସାର ପରିସମାପ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୁବଳୟା ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ଉପସ୍ଥିତିରେ ଉକ୍ତ
Read More...

ପାଇକମାଲ ବ୍ଲକ ଅଙ୍ଗନୱାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକର ଅଙ୍ଗନୱାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ଗତକାଲି ଅଫିସ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୮ ଦଫା ଦାବୀ ମଧ୍ୟରେ ୨୦୧୮ ମସିହାରେ ଆନ୍ଦୋଳନ କରିଥିବା ୬ଜଣ ବହିଷ୍କୃତ ଅଙ୍ଗନୱାଡ଼ି କର୍ମୀଙ୍କୁ
Read More...

ଲଛିତ ବରଫୁକନଙ୍କ ୪ଠଠତମ ଜୟନ୍ତୀର ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନ’ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ“ଲଛିତ ବରଫୁକନଙ୍କ ଜୀବନ ଆମକୁ ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ କରିଛି”“ଲଛିତ ବରଫୁକନଙ୍କ ଜୀବନ ଆମକୁ ଶିକ୍ଷା ଦିଏ ଯେ ପ୍ରିୟାପ୍ରୀତି ଓ ବଂଶବାଦ ପରିବର୍ତ୍ତେ ଦେଶ
Read More...