Yearly Archives

2022

ହକି ବିଶ୍ୱକପ୍‌ ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଭୁବନେଶ୍ୱର : ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି । ତେବେ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ । ଏଥିସହ ବିମାନବନ୍ଦରରେ ଏବଂ ହୋଟେଲରେ ୨୪ ଘଣ୍ଟିଆ ପୋଲିସ ମୁତୟନ ରହିବେ ।
Read More...

ଆଜିଠୁ ୬ଷ୍ଠ ଚାନ୍ଦିଳୀ ପାହାଡ଼ ମହୋତ୍ସବ

କଂସ ଗର୍ଜନରେ ୫ ଦିନ ଦୁଲୁକିବ ଚାନ୍ଦିଳୀ ପାହାଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ପୌଷମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ତଥା ଆଜି ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ଷୋହଳ ପ୍ରହର ନାମଯଜ୍ଞ ଦେଓଗାଁ ବ୍ଲକ ଦେଷଷ୍ଢ ସ୍ଥିତ
Read More...

ଶ୍ରମିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଶ୍ରମିକ ସଂଗଠନ ନିର୍ବାଚନ ବୁଧବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ତିନି ବର୍ଷକୁ ଥରେ ଏଠାରେ ଶ୍ରମିକ ନିର୍ବାଚନ ହୋଇାଥାଏ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସକାଳ ୮ଟାରେ ଭୋଟ ଗ୍ରହଣ ହୋଇ
Read More...

ସିଆର୍‌ପିଏଫ୍‌ ପକ୍ଷରୁ ବଣଭୋଜି ପାଇଁ ପାର୍ବତୀଗିରି ବାଳନିକେତନର ପିଲାମାନଙ୍କୁ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିଅନ୍ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ବଣଭୋଜି ପାଇଁ ବାଲାଙ୍ଗିରର ପାର୍ବତୀଗିରି ବାଳନିକେତନ ଅନାଥ ଆଶ୍ରମର ପିଲାମାନଙ୍କୁ ଭୀମଡୁଙ୍ଗ୍‌ରୀକୁ ଯାତ୍ରା କରିବା ପାଇଁ ଯାନର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ
Read More...

କଂସ ମହାରାଜାଙ୍କ ରଂଗ ମହଲ ଦରବାର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଧନୁଯାତ୍ରା ମହୋତ୍ସବ ହୀରକ ଜୟନ୍ତୀର ଦ୍ୱିତୀୟ ଦିବସରେ ମହାରାଜା କଂସଙ୍କ ରଂଗ ମହଲ ଦରବାରକୁ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମନୀଷା ବାନାର୍ଜୀ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆସନ୍ତା ୧୦ ଦିନ ଧରି ଏହି ମଞ୍ଚରେ
Read More...

କନ୍ଧମାଳରେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା : ରାଜ୍ୟ ସରକାରଙ୍କୁ ଘନଘନ ପ୍ରଶ୍ନ ସହ ସିଧା ସିଧା କଲେ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜାଲେଶପଟ୍ଟା ଦଳୀୟ ସମାବେଶରେ ଯୋଗ ଦେଇ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀମନ୍ଦିରର ରତ୍ନ ଭଣ୍ଡାର
Read More...

ଭବାନୀପାଟଣାଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍‌ଯାପିତ

ଫାଇନାଲ୍‌ରେ ଏସ୍‌ପି ଏକାଦଶ ବିଜୟୀ କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରୀଡା ପଡ଼ିଆରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ତଥା ଉତ୍କଳ ଆଲୁମିନା ଟିକିରିର
Read More...

ବାରହା ପାଇଁ ଲଗାଯାଇଥିବା ବିଜୁଳି ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣା : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାରହା ପାଇଁ ଲଗାଯାଇଥିବା ବିଜୁଳି ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କଣ୍ଟାପଡ଼ା ଗ୍ରାମର ରିଙ୍କୁ ବରିହା (୩୦) ଗତ ୨୦/୧୨/୨୦୨୨ ତାରିଖ ପାଇକମାଲ ଥାନା
Read More...

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ଗଗନବିହାରୀ ନାୟକଙ୍କ କବିତା ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏକ ନିରାଡମ୍ବର ଉତ୍ସବରେ ଶିକ୍ଷାବିତ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ, କବି ଶ୍ରୀ ନାୟକଙ୍କ ଆବାହକତ୍ୱ ତଥା କବି ଭୋଳେଶ୍ୱର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ନାରାୟଣ ପାଢୀ ପୂର୍ବ ସାଧାରଣ ବୈଠକର ବିବରଣୀ ପାଠ କରିଥିଲେ ।
Read More...