ଖୋଲିଲା ତୁଷୁରା ଧାନମଣ୍ଡି
ତୁଷୁରା, (କେପିଏନ୍ଏସ୍) : ତୁଷୁରା ପେକ୍ସରେ ସୋମବାର ଠାରୁ ଧାନକିଣା ଆରମ୍ଭ ହୋଇଛି । ତୁଷୁରା ପେକ୍ସ ସଭାପତି ଶ୍ରୀକାନ୍ତ ବାଗ ଏହାକୁ ଉଦ୍ଘାଟନ କରିଛନ୍ତି । ପ୍ରଥମ ଦିନରେ ଦୁଇଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ପେକ୍ସ ସମ୍ପାଦକ ଶୁଭେନ୍ଦୁ ପ୍ରକାଶ ଭୋଇ ସୂଚନା ଦେଇଛନ୍ତି । ଏହି!-->…
Read More...
Read More...