Daily Archives

କାମୁଡିଲା ବୁଲା କୁକୁର : ବୃଦ୍ଧା ଆହତ, ସାହାଯ୍ୟର ହାତ ବଢାଇଲେ ସାମାଜିକ କର୍ମୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଷ୍ଟେଟ ବ୍ୟାଙ୍କ ନିକଟରେ ଜଣେ ଅସହାୟ ବୃଦ୍ଧାଙ୍କୁ ଗୋଟିଏ ବୁଲା କୁକୁର କାମୁଡି ଦେବା ପରେ ବୃଦ୍ଧା ଜଣକ ଭୟରେ ତଳେ ପଡି ଯାଇଥିଲେ । ତାଙ୍କୁ ଘଟଣା ସ୍ଥଳରୁ ଚନ୍ଦ୍ରଶେଖର ମିଶ୍ର ଓ ସାମାଜିକ କର୍ମୀ ବଡ ଶତପଥି ପାଇକମାଲ ସରକାରୀ
Read More...

ଲରାସରାରେ ପୁରାତନ ଛାତ୍ରଙ୍କ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୮୫ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ଦିନ ଲରାସରାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସୁବାସ ପାଣିଗ୍ରାହୀ, ପ୍ରମୋଦ ମେହେର, ଆଦିତ୍ୟ ମିଶ୍ର, କିଶୋର ମେହେର, ରାଜେଶ ଅଗ୍ରୱାଲ, ବ୍ରଜ
Read More...

ଜମଲା ଗ୍ରାମ ପଂଚାୟତକୁ ବ୍ଲକ ମାନ୍ୟତା ଦାବୀ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିିଭିଜନର ଜମଲା ଗ୍ରାମ ପଂଚାୟତକୁ ଏକ ବ୍ଲକ ମାନ୍ୟତା ଦାବୀ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକ ଜୋନ୍ ୨ର ଜିଲ୍ଲା ପରିଷଦ ପ୍ରତିନିଧି ଅନିରୁଦ୍ଧ ରଣାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ସହ ମଦନପୁର ସତସଙ୍ଗ କେନ୍ଦ୍ରର ୧୦ମ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ର ଠାରେ ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ବାର୍ଷିକ ଉତ୍ସବ ସହ ସତସଙ୍ଗ କେନ୍ଦ୍ରର ୧୦ମ ବାର୍ଷିକ ଉତ୍ସବ ଅସୀମ ଘୋଷଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଉଷା କୀର୍ତ୍ତନ,
Read More...

ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଆନନ୍ଦ ବାଗଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଅମୃତ ପୁରସ୍କାର ପାଇଁ ମନୋନୀତ ବିଶିପାଲି ଗ୍ରାମର ଆନନ୍ଦ ବାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରତ ସରକାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଜଣ ୭୫
Read More...

ଏସ୍‌ବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ କଲା ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ହଜାରରୁ ଅଧିକ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଶାଖା ରହିଛି । ସାଧାରଣ ଜନତା ଅନ୍ୟାନ୍ୟ ବ୍ୟାଙ୍କ ଅପେକ୍ଷା ଏସବିଆଇ ଉପରେ ଅଧିକ ନିର୍ଭର ଓ ଭରସା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଷ୍ଟେଟ ବ୍ୟାଙ୍କ
Read More...

ନାଇସ ବାଣିଜ୍ୟ ମହାବଦ୍ୟାଳୟ (ସିଏନ୍‌ସି) ତରଫରୁ ଫୁଡ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ ବାଣିଜ୍ୟ ମହାବଦ୍ୟାଳୟ (ସିଏନ୍‌ସି) ତରଫରୁ ଗତକାଲି ସ୍ଥାନୀୟ ଆର୍‌ଟିଓ ଡ୍ରାଇଭିଂ ଟ୍ରେନିଂ ପଡିଆରେ ଫୁଡ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ଭିତରେ ବ୍ୟବସାୟ ପ୍ରତି ଆଗ୍ରହକୁ
Read More...

ସତ୍ୟନାରାୟଣପଡ଼ା ଠାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ସତ୍ୟନାରାୟଣପଡ଼ା ଠାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଗୋଟିଏ ଏଚ୍‌ଏଫ୍‌ ଡିଲକ୍ସ
Read More...

ପଥରଚେପା ପାର୍ବତୀଗିରି ବାଳନିକେତନରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତିଗିରି ବାଳ ନିକେତନରେ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟିକ୍ସର ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଳ ନିକେତନର ୫୬ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
Read More...

କୋସଲିଡେରାର ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି କୁତମୁଣ୍ଡା କାହ୍ନା ନର୍ସରୀ ଠାରେ ଅଗ୍ରଣୀ କୋସଲି ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ରଘୁନାଥ ମିଶ୍ର, ଅଧ୍ୟାପକ ବ୍ରଜମୋହନ
Read More...