Daily Archives

କୁତମୁଣ୍ଡା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରପଦର ପଞ୍ଚାୟତର ସମିତି
Read More...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ବିବାହ ବନ୍ଧନରେ ବାନ୍ଧିବା ଘଟଣାକୁ ସହଜରେ ନେଇ ପାରି ନାହାନ୍ତି ମାଓବାଦୀ । ରବିବାର ସ୍ପଷ୍ଟ ଦିବା ଲୋକରେ ଜଣେ ଠିକାଦାରଙ୍କୁ ସର୍ବ ସମ୍ମୁଖରେ ସେମାନେ
Read More...

ତାଳଚେର ସୌନ୍ଦର୍ଯ୍ୟକରଣ ଏବଂ ପ୍ରଶାସନ ଦ୍ୱାରା ଆୟୋଜିତ ପଥ ଉତ୍ସବ କାର୍ଯ୍ୟକ୍ରମ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଧୂଳି ଧୂଆଁର ସହର କୋଇଲା ନଗରୀ ତାଳଚେରର ସୌନ୍ଦର୍ଯ୍ୟ ନିମନ୍ତେ ତାଳଚେର ପ୍ରଶାସନ ଇତି ମଧ୍ୟରେ ଅଣ୍ଟା ଭିଡିଥିବା ପରିଲକ୍ଷିତ ହୋଇଛି । ବହୁ ପୁରାତନ ତାଳଚେର ରାଜବାଟିର ରକ୍ଷଣା ବେକ୍ଷଣ କରିବା ସହ ବହୁ ଚର୍ଚ୍ଚିତ ରାଜବାଟି ପ୍ରବେଶ ଦ୍ୱାର ଯାହାକି ଇଟାଲିୟ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ୪୦ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଉଦ୍‌ଘାଟକ ଭାବେ
Read More...

କୋରାପୁଟ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ : କୋରାପୁଟ ଗସ୍ତରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୀରାଖଣ୍ଡ ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ କୋରାପୁଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନାଚ ସହ
Read More...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖଡଙ୍ଗ ନଦୀର ଗୁଦଗୁଦା ଠାରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଗୋପବନ୍ଧୁନଗରର ତ୍ରିନାଥ ପ୍ରଧାନ ବୋଲି ଜଣାପଡିଛିି । ସୂଚନା ଯୋଗ୍ୟ ଯେ, ବଣଭୋଜି କରିବା ପାଇଁ ସେ କାମ
Read More...

ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ଦେଖିବାକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ବ୍ଲକ ଗଂରେଇ ହାଇସ୍କୁଲର ଶିକ୍ଷକ ତରୁଣ ପୋଢ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେ ମୁରିବାହାଲ ସ୍ଥିତ ନିଜ ଘରୁ ଶନିବାର ବାଇକ୍‌ ଯୋଗେ ସ୍କୁଲକୁ ଯାଉଥିଲେ ।
Read More...

କୋରାପୁଟର ନମିତା ଗାଇବେ ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି । ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା । କୋରାପୁଟ ଜିଲ୍ଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ ଗାଆନ୍ତି ।
Read More...

ଗମ୍ଭାରି ଗ୍ରାମରେ ପଞ୍ଚାୟତସ୍ତରୀୟ ଫୁଟବଲ ଓ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଚୟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରି ପଞ୍ଚାୟତରେ ସରପଞ୍ଚ କୁଳମଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ ୧୭ ବର୍ଷରୁ କମ୍‌ ଛାତ୍ରମାନଙ୍କୁ ନେଇ ଫୁଟବଲ ଓ ଖୋ ଖୋ ପ୍ରତିଯୋଗିତା ଶନିବାର ଚୟନ ପ୍ରକ୍ରିୟା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଦିବ୍ୟାଂଶୀ

ବାଲେଶ୍ୱର : ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ସେ ଶରୀରର ୧୪ଟି ଅଙ୍ଗର ନାମ ସହିତ ଏଟୁ ଜେଡ୍‌ର ଅନୁରୂପ
Read More...
error: Content is protected !!