Monthly Archives

August 2022

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ମହିଳାମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମିଶନଶକ୍ତି ମହିଳାମାନେ । ମିଶନ ଶକ୍ତ ମହିଳା ମାନଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ମୁଁ ବହୁତ ଖୁସି ଯେ, ରାଜ୍ୟର ଲକ୍ଷ ଲକ୍ଷ ମହିଳା ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହୋଇ
Read More...

ଗୌଡଗୋଠରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଗୌଡଗୋଠ ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଉପକେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ସୌଦାମିନୀ ଦଣ୍ଡସେନା ଓ ଯୁଧିଷ୍ଠିର ସୁନା ପରିଚାଳନା କରିଥିଲେ । ଏଥିରେ କିଶୋରୀ
Read More...

ସିନାପାଲି ବ୍ଲକରେ ବାଘ ଆତଙ୍କ : ଲୋକେ ଭୟଭୀତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ଯୋଗଭଟା ସମେତ ୯ ଟି ଗ୍ରାମରେ ମହାବଲ ବାଘ ଆତଙ୍କ ଦେଖା ଦେଇଛି । ପ୍ରକାଶ ଯୋଗ୍ୟ ଯେ, ଗତ କିଛିଦିନ ହେଲା ଯୋଗଭଟା ସମେତ ବଡମଲା, ପଲ୍ନାପଡା, ପୋଟିଆପଡା, ତିଲେଇପଲା, ଗେଣୁଲପାଣି, ପରରିପାଣି,
Read More...

ସମ୍ବର୍ଦ୍ଧିତ ହେଲେ ମେଧାବୀ ଛାତ୍ରୀ ଶ୍ରୀୟାଂଶି ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ.ରାମପୁରର ଝିଅ ଶ୍ରୀୟାଂଶି ସାହୁ ସପ୍ତମ ଶ୍ରେଣୀର ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ଓ ଭାରତୀ କୃଷ୍ଣ ଗଣିତ ପ୍ରତିଭାରେ ରାଜ୍ୟରେ ଦଶମ ସ୍ଥାନ
Read More...

କଳାହାଣ୍ଡି ପୋଲିସକୁ ମିଳିଲା ବଡ ସଫଳତା : ୧୦ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା । ୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଡକାୟତି ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି ଡକାୟତି, ଲୁଟରେ ସାମିଲ ଥିଲେ । ତାଙ୍କଠାରୁ ନଗଦ ୬ଲକ୍ଷ ୩୫ ହଜାର
Read More...

ବଜ୍ରାଘାତରେ ୨ ମୃତ, ୫ ଆହତ

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅପରାହ୍ନରେ ବରପାଲି ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମର ନୂଆଟିକ୍ରାଠାରେ ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଅବସ୍ଥାରେ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି
Read More...

ଉଦନ୍ତି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଉଦନ୍ତି ନଦୀ ଧୋବାଘାଟ୍ ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣା ସ୍ଥାନରୁ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ଉଦନ୍ତି ନଦୀ ଧୋବାଘାଟ୍ ବ୍ରିଜ୍ ତଳେ ଜଣେ ଯୁବତୀଙ୍କ ମୃତ ଶରୀରକୁ ବାଲିରେ
Read More...

ମାରୱାଡି ସମ୍ମେଳନର ଶପଥ ଗ୍ରହଣ ଉତ୍ସବ

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ମାରୱାଡି ଧର୍ମଶାଳାଠାରେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନର ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି
Read More...

‘ମୋ ଡେଲାଙ୍ଗ – ସବୁଜ ଡେଲାଙ୍ଗ’ ଅଭିଯାନ ଖେଲାଉର ପ୍ରାଥମିକ ବିଦ୍ୟାଳୟରେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ମୋ ଡେଲାଙ୍ଗ-ସବୁଜ ଡେଲାଙ୍ଗ' ଅଭିଯାନ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳାଉର ସାନପଡାରେ ପହଂଚି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମ୍ବାଦ ସାହିତ୍ୟଘର ପକ୍ଷରୁ ହେଉଥିବା ବୃକ୍ଷ ରୋପଣକୁ ସ୍ୱାଗତ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୧ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...