Monthly Archives

March 2022

କୋମନା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜୟ ଉତ୍ସବ ପାଳିତ

ନୁଆପଡ଼ା, (ନିରାକାର ମେହେର) : ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟର ୮୫୧ ଜିଲ୍ଲା ପରିଷଦ ସିଟ୍‌ରୁ ୭୬୫ ସିଟ୍‌ରେ ବିଜୟୀ ହୋଇ ସାରା ରାଜ୍ୟରେ ଏକ ରେକଡ୍ ସୃଷ୍ଟି କରିଛି ।ସେହିପରି ନୁଆପଡ଼ା ଜିଲ୍ଲାରେ ମଧ୍ୟ ବିଜୁ ଜନତା ଦଳ ଏକ ତରଫା ୧୪ ସିଟ୍‌ରୁ ୧୨ଟି ସିଟ୍‌ରେ ବିଜୟୀ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଳକ ଅନ୍ତର୍ଗତ ସରଣ୍ଡା ଶିବ ମନ୍ଦିରଠାରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହିରାରାମ ଭୋଇ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି
Read More...

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ବିଭାଗୀୟ ପରାମର୍ଶଦାତାଙ୍କ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା(ଶିକ୍ଷା) ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଗତକାଲି ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାର୍ବତୀ ଗିରି ମାତୃ ନିକେତନ, ଭଇଁସା
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ପ୍ରତ୍ୟେକ ମହିଳା ଜଣେ ଜଣେ ଅନନ୍ୟାମହିଳାମାନେ ସଶକ୍ତ ହେଲେ ସମାଜ ସଶକ୍ତ ହେବ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର
Read More...

ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସବ୍ କଲେକ୍ଟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସବ୍ କଲେକ୍ଟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ
Read More...

ସାଇଡୁଙ୍ଗୁରିପାଲିରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକର ସାଇଡୁଙ୍ଗୁରିପାଲିଠାରେ ନାବାର୍ଡ ସହାୟତାରୁ ଦେବଦତ୍ତ କ୍ଲବର ତତ୍ୱାବଧାନରେ ଅଞ୍ଚଳର ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲାଟ ବ୍ଳକର ଜିଲ୍ଲା ପରିଷଦ ସଭ୍ୟା ଝରଣା
Read More...

କଲ୍ୟାଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ‘କଲ୍ୟାଣ’ ପକ୍ଷରୁ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବନେଇମୁଣ୍ଡା ଆବାସିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପକ୍‌ସୋ ଆଇନ ଏବଂ ବାଲ୍ୟ ବିବାହ ବନ୍ଦ ଉପରେ ସଚେତନତାକୁ ନେଇ ଆଲୋଚନା କରାଯାଇଥିଲା । ‘କଲ୍ୟାଣ’ ପକ୍ଷରୁ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକ ସୀମାରେ ଥିବା ଶାନ୍ତିବନଠାରେ ଆଜି ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହରଗୌରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ
Read More...

ଆକାଶବାଣୀ ବଲାଙ୍ଗିର କେନ୍ଦ୍ରରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ପରିସରରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଇତିମଧ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କେନ୍ଦ୍ର ମୁଖ୍ୟ ଲକ୍ଷ୍ଣଣ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଶୋକ ସଭାରେ ନବକିଶୋର ବେହେରା, ସୁଧୀର କୁମାର
Read More...

ବରଗଡ ଜିଲ୍ଲା ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ୱାଗତ କଲା ମଧୁମୟ କଳା ସଂସ୍କୃତି ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : କଳା ସଂସ୍କୃତିର ବିକାଶ ତଥା କଳାକାରଙ୍କ ହକ ଅଧିକାର ପାଇଁ କାର୍ୟ୍ୟ କରିଆସୁଥିବା ମଧୁମୟ କଳା ସଂସ୍କୃତି ସଂଗଠନ ସବୁବେଳେ କଳା ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ଉଦ୍ୟମ କରି କଳାକାରଙ୍କ ସୁଖ ଦୁଃଖରେ ଛିଡା ହୋଇ ଆସୁଛି । ବରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ
Read More...