Monthly Archives

February 2022

ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ, ୬୦ ଲକ୍ଷ ଜୋରିମାନା : ସିବିଆଇର ସ୍ୱତନ୍ତ୍ର କୋର୍ଟ…

ରାଂଚି : ଚାରା ଘୋଟାଲାରେ ପଂଚମ ମାମଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତର ନିଷ୍ପତ୍ତି ସାମ୍ନାକୁ ଆସିଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିବ ।
Read More...

ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକଠାରେ ଗତକାଲି ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା । ଠିକ୍‌ ସେ ସମୟରେ ପଦ୍ମପୁର ଅଞ୍ଚଳର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର
Read More...

ମାତୃଭାଷା ଦିବସ : କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀ

ବଲାଙ୍ଗିର (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କୋସଲି ମାତୃଭାଷା ଦିବସ ସମାରୋହରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବକ୍ତାମାନେ ସମସ୍ୱରରେ କୋସଲି ଭାଷାର
Read More...

ଖଟଖଟିଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ରଂଜୁ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭାଷାର ମହତ୍ୱ ସମ୍ପର୍କରେ ଆଲୋକପାତ
Read More...

ସାମାନ୍ୟ କଥାରେ ତିନି ଭାଇଙ୍କ ଆକ୍ରମଣ : ଜଣେ ମୃତ, ୩ ଅଭିଯୁକ୍ତ ଗିରଫ

ବଡ଼ବିଲ : ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ମଦ ନିଶାରୁ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ବଡ଼ବିଲର ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ରହୁଥିବା ତିନି ଭାଇ ଚନ୍ଦ୍ର ଗୋପ,
Read More...

ମୁସ୍‌ଲିମ୍‌ ଗୁଣ୍ଡାମାନେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରିଛନ୍ତି : ଇଶ୍ୱରପ୍ପା

ବାଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ପୁଣିଥରେ ବିବାଦୀୟ ବୟାନ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଇଶ୍ୱରପ୍ପା କହିଛନ୍ତି ଯେ, ଶିବମୋଗାରେ ବଜରଙ୍ଗ ଦଳର କର୍ମୀଙ୍କ ହତ୍ୟାକାଣ୍ଡରେ ମୁସଲିମ୍‌ ଗୁଣ୍ଡାମାନେ ସାମିଲ ଅଛନ୍ତି । ସେ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଉପରେ ଆରୋପ
Read More...

୫ନଂ. ଜୋନ୍‌ରେ ପ୍ରଚାର କଲେ ମନ୍ତ୍ରୀ ଟୁକୁନୀ ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ

ତୁଷୁରା : ଗୁଡ଼ଭେଲା ବ୍ଲକର ୫ନଂ. ଜୋନ୍‌ର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ ପଣ୍ଡାଙ୍କୁ ବିଜୟୀ କରିବାକୁ ଜୋର୍‌ଦାର ଭୋଟ ପ୍ରଚାର କରିଛନ୍ତି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ
Read More...

୨୨ ହଜାର କୋଟି ବ୍ୟାଙ୍କିଂ ଫ୍ରଡ୍‌ ଅଭିଯୁକ୍ତ ଋଷି ଅଗ୍ରୱାଲ୍‌ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଲେ

ନୂଆଦିଲ୍ଲୀ : ୨୨ ହଜାର କୋଟି ବ୍ୟାଙ୍କିଂ ଫ୍ରଡ୍‌ ଅଭିଯୁକ୍ତ ଋଷି ଅଗ୍ରୱାଲ୍‌ ସିବିଆଇ ମୁଖ୍ୟାଳୟ ପହଞ୍ଚିଛନ୍ତି । ଦିଲ୍ଲୀର ତଦନ୍ତରେ ସେ ସାମିଲ୍‌ ହୋଇଛନ୍ତି । ଋଷି ଅଗ୍ରୱାଲ ଏବିଜି ସିପିଆର୍‌ଡ୍‌ର ପୂର୍ବତନ ଚେୟାରମେନ୍‌ ତଥା ଏମ୍‌ଡି ରହିଥିଲେ । ଏହା ପୂର୍ବରୁ ଋଷି ଅଗ୍ରୱାଲକୁ ସିବିଆଇ
Read More...

ଏସ୍‌ଟିଏଫ୍‌କୁ ମିଳିଲା ବଡ ସଫଳତା : ୧ କେଜି ୨୨୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ, ୧ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଏସ୍‌ଟିଏଫ୍‌କୁ ମିଳିଲା ବଡ ସଫଳତା । ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ୧ କେଜି ୨୨୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ ସହ ଜଣେ ମାଫିଆଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗିରଫ ହୋଇଥିବା ଯୁବକ ଜଣକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା : ୫ ମହିଳାଙ୍କ ସମେତ ୧୧ ଗିରଫ, ବାଛୋଳ ଗାଁ ପୁରୁଷ ଶୂନ୍ୟ

ଯାଜପୁର : ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଛି । ଏହି ଘଟଣାରେ ୫ ମହିଳାଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ବେଳେ ବାଛୋଳ ଗାଁ ଏବେ ଗିରଫ ହେବା ଭୟରେ ପୁରୁଷ ଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି । ଯାଜପୁର ବିଂଝାରପୁର ବ୍ଲକ ବାଘଲା ପଞ୍ଚାୟତର ବାଛୋଳ ଗାଁରେ ଗତକାଲି କାର୍ଯ୍ୟରତ
Read More...