Yearly Archives

2021

‘ମୋ ସ୍କୁଲ’ ପାଇଁ କଣମଣା ସରପଞ୍ଚଙ୍କ ପଚିଶ ହଜାର ଟଙ୍କା ଅନୁଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡୀଙ୍କ ଦ୍ୱାରା କଣମଣା କ୍ଳଷ୍ଟରର ପ୍ରତିଟି ସ୍କୁଲକୁ ତିନିହଜାର ଟଙ୍କା ହିସାବରେ ସର୍ବମୋଟ ପଚିଶ ହଜାର ଟଙ୍କାର ନଗଦ ଅର୍ଥ ଦାନ କରିଛନ୍ତି । ସି.ଆର୍.ସି.ସି.
Read More...

ଗୁଡ଼ଭେଲାଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ବେଛାସେବୀ ସଙ୍ଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଗୁଡ଼ଭେଲାଠାରେ ଅସହାୟ ନିଷ୍ପେସିତମାନଙ୍କୁ ସୁବିଧାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଯୋଗାଇ ଦେବାରେ ସହାୟକ ହୋଇଛି ବଲାଙ୍ଗିର ସ୍ବେଛାସେବୀ ସଂଗଠନ । ଏହି ମାଗଣା
Read More...

ଅଳିଆ ଆବର୍ଜନାମୟ କଣ୍ଟାବାଞ୍ଜି ସହର : ବଢୁଛି ଜନ ଅସନ୍ତୋଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହର ଏବେ ଅଳିଆ ଆବର୍ଜନାର ସହର ପାଲଟିଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ସହରର ଗଳି କନ୍ଦିରେ ଆବର୍ଜନା ବିଛାଡି ହୋଇ ପଡିରହିଛି, ଯାହା ଫଳରେ ଅନେକ ସ୍ଥାନରେ ଦୁର୍ଗନ୍ଧ ହେତୁ ନାକ ଫାଟି ପଡୁଛି । ସାଧାରଣ ଜନତା ବହୁବାର ପ୍ରଶାସନକୁ
Read More...

ନଦୀ ଗର୍ଭକୁ ଖସିପଡ଼ିଲା ବସ୍‌ : ୫ ମହିଳାଙ୍କ ସମେତ ୯ ମୃତ, ଅନେକ ଆହତ

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଏକ ବସ ବ୍ରିଜରୁ ଖସି ନଦୀ ଗର୍ଭରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ୍ ନିକଟରେ ଏକ ରାଜ୍ୟ ସଡକ ପରିବହନ ନିଗମ (ଏପିଏସ୍‌ଆର୍‌ଟିସି) ବସ୍ ଏକ କେନାଲରେ ଖସିପଡିଥିଲା । ଏହି ଦୁର୍ଘଟଣାରେ
Read More...

ଅରୁନ୍ଧତୀ ସୁନା ଦୋକାନ ସମ୍ମୁଖରୁ ବାଇକ୍ ଚୋରକୁ କାବୁ କଲେ ଲୋକେ

ବଲାଙ୍ଗିର : ସହରର ପାଟନେଶ୍ୱରୀ ମନ୍ଦିର ନିକଟରେ ଥିବା ଅରୁନ୍ଧତୀ ସୁନା ଦୋକାନ ସୁନା ଦୋକାନ ସମ୍ମୁଖରୁ ଏକ ବୁଲେଟ୍ ଚୋରକୁ କାବୁ କରି ଟାଉନ୍ ଥାନାକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକମାନେ । ଟାଉନ୍ ଥାନା ପୋଲିସ ସଂପୃକ୍ତ ଯୁବକ ଜଣଙ୍କୁ ଗିରଫ କରିବା ପରେ ପଚରା ଉଚୁରା କରୁଥିବା
Read More...

ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଗଞ୍ଜାମର ୫୧ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୀର ହନୁମାନ କ୍ଳବଠାରେ ଗତ ୧୦-୧୧ ତାରିଖ ଦୁଇଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିବା ଗଞ୍ଜାମର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ
Read More...

ଆଇନ ସହାୟତା ସଂପର୍କରେ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା
Read More...

କୃଷି ବିଜ୍ଞାନ କେନ୍ଦ୍ରର ଚତୁର୍ଦ୍ଦଶ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିରର ଚତୁର୍ଦ୍ଦଶ ବୈଜ୍ଞାନିକ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ଚଳିତ ବର୍ଷର ସଫଳତା ଏବଂ ଆଗାମୀ ବର୍ଷର କାର୍ଯ୍ୟ ରୂପରେଖ ଉପରେ
Read More...

ଡିସେମ୍ବର ୧୯ ଓ ୨୦ ତାରିଖ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋ ମିଟର ମନଭଙ୍ଗ ଡେମ୍‌ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମା'ଙ୍କ ନାମରେ ନାମିତ ଝରଣା ଦୁର୍ଗେଇ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ
Read More...

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବେଳେ ସମୁଦ୍ରକୂଳ ଡ଼ଙ୍ଗାରୁ ବିପୁଳ ପରିମାଣର ନକଲି ଦେଶୀ ମଦ ଜବତ

ଦୁଇ ଅଟକ, ମାଷ୍ଟର ମାଇଣ୍ଡ ସନ୍ଧାନରେ ପୋଲିସ ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସମୁଦ୍ରପଥ ଦେଇ ଡଙ୍ଗା ଦ୍ୱାରା ଦେଶୀ ମଦ ପିପୁଳ ପରିମାଣର ଚାଲାଣ ହେଉଥିବା ଲକ୍ଷ କରାଯାଉଛି । ସୂଚନା ଅନୁସାରେ ସୋମବାର
Read More...