Yearly Archives

2021

ଛତ୍ରପୁର ମହୋତ୍ସବରେ ଓଲିଉଡ଼ ତାରକା ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତିଙ୍କ ଗୀତରେ ଦର୍ଶକ ଝୁମିଲେ ଓ ନାଚିଲେ

• ଅବ୍ୟବସ୍ଥା ନେଇ ସାମ୍ବାଦିକମାନେ ଅତିଷ୍ଠ : ସ୍ଥାନ ବର୍ଜ୍ଜନ ଭଳି ଅଭାବନୀୟ ଘଟଣା ଏବେ ଆଲୋଡିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଷ୍ଟଲରେ
Read More...

ଆତ୍ମନିର୍ଭରଶୀଳ ତାଲିମ ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ଶୁକ୍ରବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଲକରେ ଆତ୍ମନିର୍ଭରଶୀଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ପୋଲିଟେକ୍ନିକ୍ ବଲାଙ୍ଗିର ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ
Read More...

ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଦ୍ୱାରା ସଂଗୃହୀତ ନିର୍ଦ୍ଧିଷ୍ଟ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ମିଳିତ ଏକ ଟିମ୍ ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ କର୍ଡ଼ନ୍-ଆଣ୍ଡ-ସର୍ଚ୍ଚ
Read More...

ଭଙ୍ଗା କୁଡ଼ିଆରେ ବାସ କରୁଛନ୍ତି ବିଧବା ଯଶୋବନ୍ତି ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ବେପରୁଆ ମନୋଭାବ ତଥା ସେବା ମନୋଭାବର ଘୋର ଅଭାବ ଯୋଗୁଁ ଆଜିବି ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାମାନଙ୍କର ଲାଭ ଉଠେଇ ପାରୁନାହାନ୍ତି । ଏମିତି
Read More...

ଗତ ୨୪ ଘଂଟାରେ ୧୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବିଳମ୍ବିତ ରାତିରେ ମାଛ ବ୍ୟବସାୟୀଙ୍କୁ ନୃଶଂସ ହତ୍ୟା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ମାଛ ବ୍ୟବସାୟୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜଣେ ମାଛ ବ୍ୟବସାୟୀଙ୍କୁ ହତ୍ୟା
Read More...

କଳାକାର ଭତ୍ତା ପାଇଁ ଯୋଗ୍ୟ କଳାକାରଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ପରିସେରେ ରାଜ୍ୟ ସରକାରଙ୍କ କଳାକାର ଭତା ପାଇବା ପାଇଁ ଦୁଇ ଦିନ ଧରି ଆବେଦନ କରଥିବା କଳାକାରମାନଙ୍କର ପ୍ରମାଣପତ୍ର ତନଖି ଓ ଦକ୍ଷତା (ଅଡିସନ୍‌) ପରିକ୍ଷା କରାଯାଇଥିଲା । ଡିସେମ୍ବର ୧୭,୧୮ତାରିଖରେ
Read More...

ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମୁନିନ୍ଦା ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓରଫ ଗାନ୍ଧୀ ବାବୁ (୭୩)ଙ୍କ ଶୁକ୍ରବାର ରାତ୍ର ୩ଟା ୫୦ ସମୟରେ ପରଲୋକ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେଲା ଶ୍ୱାସ ଜନିତ ରୋଗରେ କଟକ ବଡମେଡିକାଲରେ
Read More...

ବିଜେଡି କର୍ମୀ ସମ୍ମିଳନୀରେ ୨୦୦ ନୂତନ ସଦସ୍ୟଙ୍କ ଯୋଗଦାନ

୨ ହଜାରୁ ଅଧିକ କର୍ମୀଙ୍କ ସମାବେଶ ହୋଇଥିଲା ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲଠାରେ ବିଜେଡ଼ି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ଵ କରିଥିଲେ । ଉକ୍ତ
Read More...

ବିଶିଷ୍ଟ ସଂଗଠକ ହରିନାରାୟଣ ପୂଜାରୀ ବିସିସିଆଇରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବିଶିଷ୍ଟ ସଂଗଠକ, ବଲାଙ୍ଗିର ଜିଲ୍ଲା ସାଂବାଦିକ ସଂଘର ସଭାପତି ତଥା ଡିଡିଏର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ବିସିସିଆଇରେ ସ୍ଥାନ ପାଇ ବଲାଙ୍ଗିରବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ବିସିସିଆଇର ଟୁର୍‌, ଫିକ୍ସର ଆଣ୍ଡ
Read More...