Yearly Archives

2021

ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବୈଶ୍ନୋଦେବୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବରଗଡ ଜିଲ୍ଲା ଶାଖାର ଏକ ବୈଠକ ଅନୁଷ୍ଠିତ ସଭାପତି ବଳରାମ ସେଠ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସରକାର ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କ
Read More...

ବସୁଧୈବ କୁଟୁମ୍ବକମ୍‌ ତରଫରୁ କମ୍ବଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ବାଗବୁଡି ବସ୍ତିଠାରେ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱ, ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ବ ଓ ଅନିଲ କୁମାର
Read More...

ସ୍ପଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ୱଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଲୁଟି ନେଲେ ୧ ଲକ୍ଷ ଟଙ୍କା । ଏମିତି ଏକ ଲୁଟ ଘଟଣା ଘଟିଛି ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଠାରେ । ଲୁଟର ଶିକାର ହୋଇଛନ୍ତି ପୁଇଁନ୍ତଲା ଥାନା ଅନ୍ତର୍ଗତ ଉମରିଆ ଗାଁର ପରମାନନ୍ଦ ପୁଟେଲ । ସୂଚନା ଅନୁଯାୟୀ ପରମାନନ୍ଦ ଓ
Read More...

ପି.ପି. ଏକାଡେମୀର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କର ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି.ଏକାଡେମୀ ବଲାଙ୍ଗିର ପରିସର ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ
Read More...

ବିଜୁ ଜନତା ଦଳ ତରଫରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସହରରେ ଯୁବ ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ବୁଲି ବୁଲି ଅସହାୟ ଲୋକଙ୍କୁ ରାତି ସମୟରେ କମ୍ବଳ ବାଣ୍ଟିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏଥିରେ ବିଜେଡିର
Read More...

ୟୁଥ୍ ଏକ୍ସନ କମିଟି ତରଫରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୦ଟା ସମୟରେ ବାନିପାଲି ୟୁଥ୍ ଏକ୍ସନ୍‌ କମିଟିର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବିଅଁର ପାଲିଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ୍ ଅନ୍ତର୍ଗତ
Read More...

ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଭାଲୁପିଆ ବୁଢ଼ୀମୁଣ୍ଡାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ,
Read More...

ଯାଦବ ଭବନ ନିର୍ମାଣ ନେଇ ଯାଦବ ସମାଜର ଭୂମି ପୂଜନ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ଯାଦବ ମହାସଭା ଦ୍ୱାରା ରବିବାର ଦିନ ଯାଦବ ସମାଜର ନୂତନ ଯାଦବ ଭବନ ନିର୍ମାଣ ନେଇ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେ.ଭି. ଡିଗ୍ରୀ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ଜମିରେ ଏହା କରାଯାଇଛି । କଂଟାବାଂଜି ଯାଦବ ସମାଜ ଭବନ
Read More...

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ୱିବାର୍ଷିକ ସମ୍ମିଳନୀ ବଲାଙ୍ଗିର ମୁଖ୍ୟ ଡାକ ଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଓଡିଶାର ବିଶିଷ୍ଟ ଶ୍ରମିକ ନେତା ତଥା ପଶ୍ଚିମ ଓଡିଶାର ଗର୍ବ ଏବଂ
Read More...

ଯୁବା ସମବାୟ ସମିତି ଧାନ ମଣ୍ଡି : ଧାନ କିଣାରେ ମହାଦୁର୍ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି ଅଭିଯୋଗ କରି ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ସୂଚନା ଅନୁସାରେ ଗତକାଲି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠି ନଥିବାରୁ ଚାଷୀମାନେ ଓଆର୍୦୩ବି୨୮୮୯
Read More...